ଜୀବନ
ମିଶାଣ ଫେଡ଼ାଣ
ଗୁଣନ ହରଣର
ଏକ ଲମ୍ବା ସମୀକରଣ
କଷି କଷି
ବେଦମ ହେବା ପରେ
ମିଳେ ଏକ ଛୋଟ ଉତ୍ତର
ଶୂନ ।
ଜୀବନ
ଲେଖିଛନ୍ତି
ଜୀବନ
ମିଶାଣ ଫେଡ଼ାଣ
ଗୁଣନ ହରଣର
ଏକ ଲମ୍ବା ସମୀକରଣ
ଜୀବନ
ମିଶାଣ ଫେଡ଼ାଣ
ଗୁଣନ ହରଣର
ଏକ ଲମ୍ବା ସମୀକରଣ
ଜୀବନ
ମିଶାଣ ଫେଡ଼ାଣ
ଗୁଣନ ହରଣର
ଏକ ଲମ୍ବା ସମୀକରଣ
କଷି କଷି
ବେଦମ ହେବା ପରେ
ମିଳେ ଏକ ଛୋଟ ଉତ୍ତର
ଶୂନ ।