ଆଶୁତୋଷ ମେହେର

ଆଶୁତୋଷ ମେହେର

୫୪ ଆର୍ୟ୍ୟପଲ୍ଲୀ, କିଟ୍ ଛକ, ପଟିଆ, ଭୂବନେଶ୍ଵର ୨୪ । ଜନ୍ମ - ୧୨ ଅକ୍ଟୋବର ୧୯୫୬ । ଜନ୍ମସ୍ଥାନ : ଗ୍ରାମ ଖୁଣ୍ଟପାଲି ଜିଲ୍ଲା ବରଗଡ । ଶିକ୍ଷା : ସ୍ନାତୋକତ୍ତର ପଦାର୍ଥବିଜ୍ଞାନ । କର୍ମ : ତିନି ବର୍ଷ ଅଧ୍ୟାପନା ପରେ ଗତ ତିନି ଦଶଂଧୀ ଧରି ଭାରତୀୟ ଷ୍ଟେଟ ବ୍ୟାଙ୍କରେ କର୍ଯ୍ୟରତ । ଲେଖା ପ୍ରକାଶନ : କିଛି ଶିଶୁକବିତା,ସାଧାରଣ ଗଳ୍ପ ଓ କବିତା ବିଭିନ୍ନ ପତ୍ରପତ୍ରିକା, ସମ୍ବାଦପତ୍ରରେ ପ୍ରକାଶିତ । ଛାତ୍ରବସ୍ଥାରେ ପ୍ରଜାତନ୍ତ୍ର ମୀନାବଜାର ଦ୍ୱାରା ଶିଶୁକବିତାପାଇଁ ସମ୍ବର୍ଦ୍ଧିତ ।

Posts By ଆଶୁତୋଷ ମେହେର

To Top