କବିତା

ଲଣ୍ଠଣ

Madhaba Chandra Jena's odia poem Lanthana

ଆଉ ତୁମ
ବାକି ହିସବ ତକ
ଅସୁଲ କରି ନିଅ ।

ଲଣ୍ଠଣ

ଏ ଯୁଗ ବଦଳିବା ଆଗରୁ
ମୋ ନିସ୍ଵାସର ଅହଂକାର
ଜଳିଯିବା ଆଗରୁ ,
ମତେ ଜାଳି ଜାଳି ପୁରା ଜଲେଇଦିଅ,
ଆଉ ତୁମ
ବାକି ହିସବ ତକ
ଅସୁଲ କରି ନିଅ  ।

କାରଣ କାଲି ତୁମ ପାଇଁ ମୁଁ ଏକ
ତିକ୍ତ ଇତିହାସ,
ତୁମ ଆଧୁନିକ ଜୀବନରେ
ଏ ଲଣ୍ଠଣ ଏକ ବେକାର ଜିନିଷ  ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top