କବିତା

ପ୍ରତି ପଦେ ପ୍ରୀତି ଛନ୍ଦେ

Ritindra Panda's odia poem Priti Pade Preeti Chande

‎ପ୍ରୀତି ପଲ୍ଲବୀତ ସବୁଜ ପତ୍ରେ
‎ତୁମେ ତ ବାରି ବୁନ୍ଦେ

‎ନିଶି ନିଦେ, ନିର୍ଜନେ ନୀରବତା ନାଦେ
‎କୁସୁମିତ କୁମୁଦେ
‎ପ୍ରତିଟି ପଦେ ପାଏ ମୁଁ ତୁମକୁ
‎ପ୍ରୀତି’ର ଛନ୍ଦେ

‎ପ୍ରୀତି ପଲ୍ଲବୀତ ସବୁଜ ପତ୍ରେ
‎ତୁମେ ତ ବାରି ବୁନ୍ଦେ
‎ତୁଷାର୍ତ୍ତ ହୃଦେ ସାଇତେ ବିନ୍ଦୁ ବିନ୍ଦୁ ପରି
‎ପ୍ରତିଟି ପଦେ ପ୍ରୀତି’ର ଛନ୍ଦେ ଛନ୍ଦେ

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top