କି ଲୋଡ଼ିବି ଧନ, କି ଲୋଡିବି ମାନ
ଗୁରୁପାଦ ନଦୀରେ କରିବି ସ୍ନାନ…
କି ଲୋଡ଼ିବି ଯଶ, କି ଲୋଡ଼ିବି ବାସ
ଗୁରୁପାଦ ଚରଣେ ହୋଇବି ଦାସ…
କି ଲୋଡ଼ିବି ପଦ, କି ଲୋଡିବି ସୁଖ
ଗୁରୁପାଦ ଚକ୍ରରେ କେନ୍ଦ୍ରିବି ନେତ୍ର…
କି ଲୋଡ଼ିବି ସାଥୀ, କି ଲୋଡ଼ିବି ମୁକ୍ତି
ଗୁରୁପାଦ ଭକ୍ତିରେ କରିବି ମତି….
କି ଲୋଡ଼ିବି ଧନ, କି ଲୋଡିବି ମାନ
ଗୁରୁପାଦ ନଦୀରେ କରିବି ସ୍ନାନ…
କି ଲୋଡ଼ିବି ଧନ, କି ଲୋଡିବି ମାନ
ଗୁରୁପାଦ ନଦୀରେ କରିବି ସ୍ନାନ…
କି ଲୋଡ଼ିବି ଯଶ, କି ଲୋଡ଼ିବି ବାସ
ଗୁରୁପାଦ ଚରଣେ ହୋଇବି ଦାସ…
କି ଲୋଡ଼ିବି ପଦ, କି ଲୋଡିବି ସୁଖ
ଗୁରୁପାଦ ଚକ୍ରରେ କେନ୍ଦ୍ରିବି ନେତ୍ର…
କି ଲୋଡ଼ିବି ସାଥୀ, କି ଲୋଡ଼ିବି ମୁକ୍ତି
ଗୁରୁପାଦ ଭକ୍ତିରେ କରିବି ମତି….