ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଅଭିନ୍ନ ସୁନ୍ଦର ରୂପରେ
କରମଳା ଗ୍ରାମ ମଧ୍ୟରେ
ସତ୍ୟ ନାରାୟଣ ଉଇଁଲେ
ଜଗତ କଲ୍ୟାଣ ସାଜିଲେ
ରଚିଲେ ଅନେକ ଜଣାଣ
ଈଶ୍ୱର ଭକ୍ତିର ପ୍ରମାଣ
ବାଢିଲେ ଈଶ୍ୱର ମହିମା
ଭାସିଲେ କୁମର ଗାରିମା
ଜଗତ ଗୁରୁ ଆବିର୍ଭାବ
ସାତ୍ତ୍ଵିକ ତତ୍ୱର ପ୍ରଭାବ
ବାନ୍ଧି ଜନଙ୍କୁ ଆପଣେଇ
ଦିନବାନ୍ଧବ ପାଖେ ଥୋଇ
ଶାନ୍ତି ଓ ଆନନ୍ଦ ଆଶ୍ରମ
ତାଙ୍କରି ଲୀଳାମୟ ଧାମ
