ସମ୍ପର୍କର ଡୋରିଟିଏ
ମମତାର ଡୋରିଟିଏ
ଭଉଣୀର ଛୋଟ ମୋଟ ଅଳିଟିଏ,
ଅତୀତର ସ୍ମୃତିଟିଏ
ପିଲା ବେଳ ଗୀତଟିଏ
ହାତେ ବନ୍ଧା ଏଇ ମାଳିଟିଏ ।
ଭରଷାରେ ବସାଟିଏ
ଭବିଷ୍ୟର ଆଶାଟିଏ
ଆଶୀଷ ମନାସୁଥିବା ଆଖିଟିଏ ,
ଚିରକାଳ ସାଥୀଟିଏ
ଅସରନ୍ତି ପ୍ରୀତିଟିଏ
ମୋଁ ସୁନା ଭଉଣୀର ରାକ୍ଷୀଟିଏ ।
ଚିରକାଳ ସାଥୀଟିଏ
ଅସରନ୍ତି ପ୍ରୀତିଟିଏ
ସମ୍ପର୍କର ଡୋରିଟିଏ
ମମତାର ଡୋରିଟିଏ
ଭଉଣୀର ଛୋଟ ମୋଟ ଅଳିଟିଏ,
ଅତୀତର ସ୍ମୃତିଟିଏ
ପିଲା ବେଳ ଗୀତଟିଏ
ହାତେ ବନ୍ଧା ଏଇ ମାଳିଟିଏ ।
ଭରଷାରେ ବସାଟିଏ
ଭବିଷ୍ୟର ଆଶାଟିଏ
ଆଶୀଷ ମନାସୁଥିବା ଆଖିଟିଏ ,
ଚିରକାଳ ସାଥୀଟିଏ
ଅସରନ୍ତି ପ୍ରୀତିଟିଏ
ମୋଁ ସୁନା ଭଉଣୀର ରାକ୍ଷୀଟିଏ ।