କବିତା

ମୋ ଲୁଗାରେ ଦାଗ

Krishna Mishra's odia poem Mo Lugaare Daaga

ମୋ ଉପରେ ଏତେ ଲାଞ୍ଛନା!
ବେହିସାବ ଦାଗ ମୋ ଲୁଗାରେ,
କେଜାଣି କି ଭାବେ ଦିଶିଯାଉଥିଲା !!

ମୋ ଲୁଗାରେ ଦାଗ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମୋ ଉପରେ ଏତେ ଲାଞ୍ଛନା!
ବେହିସାବ ଦାଗ ମୋ ଲୁଗାରେ,
କେଜାଣି କି ଭାବେ ଦିଶିଯାଉଥିଲା !!

ରାସ୍ତା ଘଟେ ଚାଲୁ ଚାଲୁ,
ଅନେଇ ରହୁଥିଲେ…
ତା’ଙ୍କୁ କିବା ଜଣାଅଛି,
କେତେ ଦାଗ ଲାଗିଛି ମୋ ଲୁଗାରେ !!

ଆଉ
କେଉଁଠୁ ବା ଲାଗିଛି ?

ହେ ସଭ୍ୟ ସମାଜର ଠିକାଦାର !

ଭୁଲିଯାଅନାହିଁ !

ଦାଗ ଲାଗିଲେ ବି
ଜୀବନ ଜିଇଁବା ସମ୍ଭବ
ଠିକ ସେଇ ମାନଙ୍କ ଭଳି
ଯିଏ ଚାଦରକୁ ଅତି ଯତ୍ନରେ
ଓଢିବା ଜାଣନ୍ତି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top