ମୁଁ ନିଜେଇ ଏକ ଧ୍ୱଂସ ସ୍ତୂପ. . .
ସେଥିପାଇଁ ଖଣ୍ଡହର ଦେଖିବାର ସ୍ୱାଦ
ମୋ ଭିତରେ ନାହିଁ ।
ମୁଁ ନିଜେଇ ଏକ ଜ୍ୱଳନ୍ତ ଚିତାଗ୍ନି. . .
ଶ୍ମଶାନର ବିଭତ୍ସ ରୂପକୁ ଦେଖି
ଭୟ ପାଏନା ।
ମୋ ଭିତରେ ବ୍ରହ୍ମାଣ୍ଡ-ଭୂଗୋଳ
ମୁଁ କିନ୍ତୁ, ଖୋଜୁଥାଏ
ପ୍ରତି ନିୟତ ଇହଲୋକ, ପରକାଳ !
ମୁଁ ନିଜେଇ ଏକ ଜ୍ୱଳନ୍ତ ଚିତାଗ୍ନି. . .
ଶ୍ମଶାନର ବିଭତ୍ସ ରୂପକୁ ଦେଖି
ଭୟ ପାଏନା ।
ମୁଁ ନିଜେଇ ଏକ ଧ୍ୱଂସ ସ୍ତୂପ. . .
ସେଥିପାଇଁ ଖଣ୍ଡହର ଦେଖିବାର ସ୍ୱାଦ
ମୋ ଭିତରେ ନାହିଁ ।
ମୁଁ ନିଜେଇ ଏକ ଜ୍ୱଳନ୍ତ ଚିତାଗ୍ନି. . .
ଶ୍ମଶାନର ବିଭତ୍ସ ରୂପକୁ ଦେଖି
ଭୟ ପାଏନା ।
ମୋ ଭିତରେ ବ୍ରହ୍ମାଣ୍ଡ-ଭୂଗୋଳ
ମୁଁ କିନ୍ତୁ, ଖୋଜୁଥାଏ
ପ୍ରତି ନିୟତ ଇହଲୋକ, ପରକାଳ !