କବିତା

‘ଧରା’ ର ଅକୁହା କଥା

Manini Sahoo's odia poem Dharaa Ra Akuhaa Kathaa

ଆଧୁନିକ ଯୁଗରେ ହୋଇଛୁ ଅନ୍ଧ
ଶୁଣି ପାରୁ ନାହିଁ ମୋ ହୃଦୟ ର କାନ୍ଦ ।

'ଧରା' ର ଅକୁହା କଥା

ମୋହର କୋଳେ ଏ ଜନତା
ସଭିଙ୍କ ପାଇଁ ମୋ ମମତା ।

ମମତା ମୂଲ୍ୟ ବୁଝେନା ମଣିଷ
ବୁଝେନା ମାଟି ମାଆର ଆଶିଷ ।

ଆଧୁନିକ ଯୁଗରେ ହୋଇଛୁ ଅନ୍ଧ
ଶୁଣି ପାରୁ ନାହିଁ ମୋ ହୃଦୟ ର କାନ୍ଦ ।

ମୋହର ଅଙ୍ଗକୁ କାଟି କଲୁ ପଥର
ପଥର ହୋଇ କି ପାରେ ନିଃଶ୍ୱାସ ତୋର
ପଥର ହୋଇ କି ପାରେ ନିଃଶ୍ୱାସ ତୋର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top