ଅଣୁଗଳ୍ପ

ମାଈ ଘରଚଟିଆ

Pradeep Bihari's Short Story Maai Gharachatiaa in odia by Dr Mousumi Parida

ମାନେ ୟା’ଙ୍କ ଜାତିରେ ବି ମହିଳାମାନେ ହିଁ କଟାଯା’ନ୍ତି! !

ମାଈ ଘରଚଟିଆ

ମୂଳ ମୈଥିଳୀ ଓ ହିନ୍ଦୀ ରୂପାନ୍ତର- ପ୍ରଦୀପ ବିହାରୀ

Mr Pradeep Bihari

ଫ୍ୟାନ୍‌ପାଖେ ଖପ୍ ଖାପ୍ ଡେଇଁ କିଚିର୍ ମିଚିର୍ ରାବୁଥିବା ଘରଚଟିଆକୁ ଦେଖି ହଠାତ୍ ମୋର ଦଶବର୍ଷର ପୁଅ ପଚାରିଲା- ପାପା, ଏ ସେହି ଘରଚଟିଆ ନା ଯାହାର ମାଂସ ଆମେସବୁ ଖାଉ?

ମୁଁ କହିଲି – ନା । ଇଏ ଅଣ୍ଡିରା ଘରଚଟିଆ । ଆମେମାନେ ମାଈ ଘରଚଟିଆର ମାଂସ ଖାଉ । ସେ ତା’ର ସ୍ତ୍ରୀ ।

ମୋ ପୁଅ ନିରିବିଗଲା । କିଛି ସମୟ ପରେ ଗମ୍ଭୀର ସ୍ୱରରେ କହିଲା- ମାନେ ୟା’ଙ୍କ ଜାତିରେ ବି ମହିଳାମାନେ ହିଁ କଟାଯା’ନ୍ତି! !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top