ତମେ କୁହ ବିପ୍ଲବ ! ମୋ ଶ୍ଵାସ ରୋକି ଯିବାପରି ଅବସ୍ଥା ମୋର । ତମେ କହିଦିଅ କାରଣ ମୁଁ ଯାହା ଗେସ୍ କରିବି ତାହା କେବେ ହୋଇନଥିବ କି...
ଖିଆ ପିଆ ପରେ ଗେଟ୍ରେ ଆଗ ଭଲ କରି ତାଲାଦେଇ ଦେଖିବେ, ଭିତର ପଟୁ କବାଟ ଭଲ କରି ବନ୍ଦ କରି ଶୋଇବେ । ମୁଁ ଚାଲିଲି ଗୁଡ୍ ନାଇଟ୍
“ଆଚ୍ଛା ରହିଲି । ଯିବା ପୂର୍ବରୁ ଫୋନ କରିବି । ବାଏ ।” ସେପଟୁ ବିପ୍ଲବ ଫୋନ ରଖିଲା । ବିଦ୍ୟା ନିଶ୍ଵାସ ମାରି ଖାଇବାରେ ମନ ଦେଲା ।
ବିଦ୍ୟା ମାଆ, ମତେ ଆଜି ପିଲାମାନଙ୍କ ପାଖରେ ଖାଇବାକୁ ଦେବ । ସମସ୍ତେ ଆଜି ସାଂଗ ହୋଇ ଖାଇବା ।
ଆପଣଙ୍କ ମନରେ ଝିଅମାନଙ୍କ ପାଇଁ ଏମିତି ମାନସିକତା କାହିଁକି ଥାଏ ? ମୋ ଅପାବୋଲି ନୁହେଁ, ଆପଣଙ୍କ ଝିଅର ଏ ଦୁର୍ଭାଗ୍ୟ ହୋଇଥିଲେ, ଆପଣ ଏ ପ୍ରସ୍ତାବକୁ ସ୍ଵାଗତ କରିଥାନ୍ତେ...
ଆଜି ବିଦ୍ୟା ବିପ୍ଳବ ପାଇଁ ତା ପୃଥିବୀକୁ ବ୍ୟାପକ କରିଛି
ମାତ୍ର ଏମ୍.ଡି ଠୋ ଠୋ ହସରେ ଚାମ୍ବରକୁ ଶବ୍ଦାୟିତ କରି କହିଲେ, ବିଦ୍ୟା ସେ ଗାଡି ଅଫିସ ୟୁଜ୍ ପାଇଁ । କାର ବ୍ୟକ୍ତିଗତ ଗାଡି ନୁହେଁ । ତମେ...
ବିଭିନ୍ନ ବଦ୍ମାସି କରି ଏକଝିଅ ସହ ଦୁଷ୍କର୍ମ କେଶ୍ରେ ଫସିଗଲା
ସେଦିନ ଦି 'ଭଉଣୀଙ୍କ ଆଖୁରେ ସାତ ରଂଗର ସ୍ଵପ୍ନ । ଜଣେ ନିଜର ପ୍ରେମକୁ ପାଇବା ସ୍ଵପ୍ନରେ ବିଭୋରତ ଅନ୍ୟ ଜଣେ ନୂଆ ପଥରେ ପାଦଦେଇ ନୂତନ ଜୀବନ, ଆତ୍ମ...
ଆରେ ବାବାରେ ବାବା, କେତେ ବଡ ଯାତ୍ରା ପାର୍ଟିରେ ହିରୋଇନ ତମେ ? କି ଡାଇଲଗ୍ ମ ! କଣ ଏସବୁ ତମ ପଢା ବହିରେ ଅଛି ନା ତମ...
ଗୋଟେ ଦେହଧାରୀ ପଥର କାହାର ନା କାହାର ତ ବୋଝ ହୋଇ ରହିବ | ବଞ୍ଚିବାକୁ ହେଲେ ଅନ୍ନ ଧ୍ଵଂସ ତ ନିଣ୍ଢୟ ତମେ କହିବ ଯଦି ଆଜିଠୁଁ ଅନ୍ନ...
ବିଦ୍ୟାକୁ ଧରି କୌଣସି ଅବସ୍ଥାରେ ମୁଁ ରହି ପାରିବି ନାହିଁ । ତାର ଓ ଶୋଭନ ଦାସର ସମ୍ପର୍କ ବିଷୟରେ ମୁଁ ଜାଣିଲାପରେ...
କାହିଁକି ତଥାପି ଏତେ କଲମେ ବଲମ ତ ଗାଳି ପରି ଗୁଳି ବର୍ଷା ସୂଚୀପତ୍ର ସୂଚନା ଭିତରେ ହଜିଯାଏ ନିଜର ସତ୍ତା ।।
ମୋର ବି ଲୋ କିଛି ସତ୍ତା ନ ଥିଲା ଆମର ଆମର ମିଠା ସ୍ୱର ଶୁଭୁଥିଲା ଧୀରେ ଧୀରେ ସାରସ୍ୱତ ଶାଶ୍ୱତ ପ୍ରେମର ମାୟାରେ ନିଜସ୍ୱ ସ୍ଥିତି ହଜିଗଲା ।
କହିହୁଏନି, ଏକଲାପଣରେ ଘାରିହୁଏ ବହୁଥାଏ ଖରସ୍ରୋତା ପ୍ରାୟେ ଜଳୁଛି ଅଖଣ୍ଡ ଦୀପଟେ ହୋଇ ସାରି ଆସିବା ଜୀବନ ଦୟାରେ ।
ନାରୀର ଅନ୍ୟନାମ ଦୁଃଖ ତା ଲୁହ ଗୋଟେଇଲେ ନଈ ତା କଥା ଶୁଣିଲେ ମହାକାବ୍ୟ ସେ ନିଜେ ବିଚ୍ଛୁରିତ ଆଗ୍ନେୟ ଲାଭା ସାହସର ଦୁର୍ନିବାର ଇଚ୍ଛା କର୍ତ୍ତବ୍ୟର ବେଗମାନ ଯାନ...
ସଜଳ ଦିନଗୁଡ଼ାକ ଜଳଜଳ ନାଚିଲେ ଆଗରେ କେମିତି ରହିହେବ ଆଜିକାଲି ମୁଣ୍ଡ ପୋତି ଅଚିହ୍ନା ଭାବରେ ?
ଭେଟିଥିବା ଅନେକ ପଦାଧିକାରୀଙ୍କ ଠାରୁ ଅଦେଖା ଅଧିକାରୀ ଯେତେ ପାରଙ୍ଗମ ବେଶୀ କୁହୁକ କଥାର ।
ସମ୍ପର୍କର ସବୁ ମାଟି ଓଦା ହେଲା ଲୁହରେ ଲହୁରେ ବୀଜରୁ ବୃକ୍ଷ ହୋଇ କେନା ମେଲିଲା ମେଲିଗଲା ଡାଳପତ୍ର କଢ଼ଫୁଲ ସ୍ନେହ ମମତାର ରାଶିରାଶି ଫଳ ବି ।
ଅନେକ ଉପେକ୍ଷାକୁ ଦେହସୁଆ କରିବାକୁ ହୁଏ ଚଳୁ କରିବାକୁ ପଡ଼େ ଅବହେଳା ଅନାଦର ବିଳମ୍ୱିତ କୁଶଳ ଖବର ଅନାଗ୍ରହ ଆଚରଣ ସତ୍ତ୍ୱେ ମିଳେନା ଉତ୍ତର ।
ତୋ ପାଇଁ ଆକାଶଟେ ଜରୁରୀ ମଣିବୁ ଯେତେବେଳେ ତିଆରିବୁ ନିଜର କରି । କେବଳ ଦ୍ରୁମ ହେଲେ ସରିଯାଏନି ଜୀବନ ଅରଣ୍ୟ ଗଢ଼ି ଦେବୁ ତୋ ନିଜ ରୁଚିର ଦୁନିଆଁରେ...
ବେଳେବେଳେ କହିବା ଆଗରୁ କିଛି କଥା ସରିଯାଏ ମୋର, ସରିବା ଆଗରୁ କବିତା ବୁଝିନେଇ ହଁ ହଁ ଶୁଭେ ତମର ।
କିମ୍ୱଦନ୍ତୀକୁ ଆଉ ଜୀବନ୍ତ କରନାହିଁ ଛାତି ଫୁଲେଇ ମୁଣ୍ଡ ଉଠେଇ କହିବେ ବୋଲି ପୁତ୍ରପ୍ରୌତ୍ରାଦିମାନେ ସେଠି ତ କେବେଠୁଁ ଚରିଯାଇଛି ଉଇ ।
ଆପଣା ଛାଏଁ ଗଢ଼ିହେଲା ଘର ନିଜ, ବାହାରଟା ପର !
ସେଇ ବିଶ୍ୱାସରେ ମହକିତ କରି ସାରିଛି ଧାଇଁବାର ଅନିଶ୍ୱାସୀପଣ ପ୍ରତିଦ୍ୱନ୍ଦୀ ନୁହେଁ ନିଜ ସ' ନିଜର ପ୍ରତିଯୋଗିତାରେ ଅହରହ ମୁଖର ମିଳନ ।
ଭେଟିଥିବା ଅନେକ ପଦାଧିକାରୀଙ୍କ ଠାରୁ ଅଦେଖା ଅଧିକାରୀ ଯେତେ ପାରଙ୍ଗମ ବେଶୀ କୁହୁକ କଥାର ।
ଦେଖିବାକୁ ବାକି ଅଛି କେଉଁଦିନ ଟେଣ୍ଡର ପଡ଼ିବ ପବନ, ଗଛ, ଛାଇ, ଗାଁ ନଈ ଏସବୁ ଧରିନେବେ ବିଦେଶୀ ସ୍ୱଦେଶୀ ହତବାକ୍, ଗାଁ ମାଟି, ମା' ଭାଇ ସେତେବେଳେ ।
ଆରମ୍ଭ ହିଁ ଶେଷ ଦିନ ହୁଏ ସୈତାନି ଇଚ୍ଛାରେ କାହାର ଜୀବନ ସଳଖ ପଥରେ ସଜ୍ଜା ଥାଏ ମୃତ୍ୟୁର ଗୋପନ ଅଭିସାର ।
ବିସ୍ମୟ ବିସ୍ତୃତି ଏବେ ଦୂରଛାଡ଼, ରାଣ ପରିଧିରୁ ପଳାତକ ଅପରାଧି ପରି ଛାଡ଼ିଯାଏ ଶାଳୀନତା, ଆଉ ଥିଲା ଯାହା ଶିକ୍ଷା ସଂସ୍କାରରେ !
ଲହଡ଼ିଭଙ୍ଗା ହସ ଅଧାଖୋଲା ସ୍ୱପ୍ନ ଭର୍ତ୍ତି ଆଖି ଅସରନ୍ତି ମମତାରେ ଜୁଡୁବୁଡ ଗୋଟେ ନିରିମାଖୀ ମନ ବିଶ୍ୱବ୍ୟାପୀ ବିଶ୍ୱାସ ଆତ୍ମାରୁ ନିଗିଡ଼ି ପଡୁଥିବା ଆପଣାପଣ ଅପେକ୍ଷାରେ ଉଜାଡ଼ି ଦେଲି !
ପୁଷକୁ ପର ଲାଗିବ ବାପାଙ୍କ କାନ୍ଧରେ ଉହୁଁକି ଥାଉ ନ ଥାଉ ସୂରୁଜ ହାପା ନଇଁଥିବେ କ୍ଷେତରେ ।
ମୋ ସୀମନ୍ତରେ ଭରିବାକୁ ବାଜି ଲଗାଇଛି ଯିଏ ଦାମ୍ପତ୍ୟ ବିଶ୍ୱାସ ଆପଣାକୁ ନ ଚିହ୍ନି ବାଉଳା ହେଉଥିବା ନିଶାଖୋର ପରି ମୁଁ ଭୂଆଁ ବୁଲାଇବାରେ ବି ଓସ୍ତାଦ୍ ।
ଉଠୁ ଉଠୁ କେବେ ଯଦି ଭାଙ୍ଗି ପଡୁଥିବି ଏ ଚିନ୍ତା, ଭୟ ଓ ଆଶଙ୍କା ଗୋଟାପଣେ ରହୁଚି ଆବୋରି ।
ସମୟ ମୋ ବିତେ କେଉଁ ପରି ଥାଏ ନିହାତି ଅଥୟ ନା ଅଥର୍ବ ପଥର ।
ସାରାକାଳ, ଅଭିଯୋଗ, ଅପମାନ ସହଜରେ କହୁଥାନ୍ତି ସବୁ ତୁମର ଏ ପିଲାଖେଳ !
ତମେ ରହିବା ନ ରହିବାରେ ଫରକ୍ ପଡ଼ିବନି ଭଲ ପାଇବା, ଝୁରି ହେବାରେ ଅସତ୍ୟ ଲାଗିଲେ ତୁମକୁ ମୋ ପ୍ରେମ ଦୁର୍ବଳ ଧରିନେବ ତମ ସମ୍ପର୍କରେ । ରହିବନି ପାଖେ...
ଯେତିକି ପ୍ରେମ, ଭୟ ସେତିକି ମୁଁ ତଥାପି ଫେରି ଆସିବି ତା' ପାଖକୁ, ଦିନେ ସବୁକୁ ପଛ କରି ।
କେଉଁଠୁ ଆରମ୍ଭ ଏକଥା କେତେବାଟ (ଆହା !) ଚାଲିଗଲା ଜୀବନର ଚିତା !
ଦେ, ଦେଇ ଦେ' ନିଜ ଭିତରର ଅହଂ ମୋ କାନି ପଣତରେ ଓଜାଡ଼ି ଦେ' ଦେ, ଦେ, ଦେଇଦେ' ତୋ ଭିତରର ଅସାମର୍ଥ୍ୟ ଅସହାୟତା, ନଂପୁସକତ୍ୱକୁ ମୋ ଜୀବନ ବେଦରେ...
ଏଣିକି ପୃଥ୍ୱୀର ଯେତେ ଜନ ପରିଜନ ଶତ୍ରୁ ମିତ୍ର, ଚିହ୍ନା ଅଚିହ୍ନା, ସାଥୀ ଦିଅନ୍ତୁ କି ନା ଫରକ ପଡ଼ିବନି କିଛି ଏକା ଚାଲିବାରେ ।
ତମେ ଦି'ଜଣ ଗଲା ବେଳକୁ ବାପାଙ୍କୁ ସାଙ୍ଗରେ ନେଇଯାଅ । ସେଠି ସହର ବଜାର ଜାଗା ।
ଥରେ ଶୁଣିବି ବୋଲି ଚାହିଁଛି ତମଠୁଁ ଆଜିକାଲି ଦେଖା ହୁଏନା ତମେ ଇଚ୍ଛା ନ କଲାଯାଏ ସ୍ୱପ୍ନରେ ବି !
ସହସ୍ର ସ୍ୱପ୍ନର ମହଲଡ଼େଇଁ କେବେ ପହଞ୍ଚିଲେ ଖୋଲା ବହିଟେ ପରି ଢଳଢଳ ହେଉଥାଏ ଆୟତ ନୟନ, ପୃଷ୍ଠା ପରେ ପୃଷ୍ଠା ପଢ଼ିହୁଏ ନିଶ୍ୱାସରେ ବହୁଦୂରେ ମାୟାର ଅଞ୍ଜନ ।
ଆପଣଙ୍କ ମତାମତ