ଶ୍ରୀ ମାତୃଦତ୍ତ ମହାନ୍ତି

ଶ୍ରୀ ମାତୃଦତ୍ତ ମହାନ୍ତି

ଯୁବ ଗାଳ୍ପିକ ମାତୃଦତ୍ତ ମହାନ୍ତିଙ୍କ ଜନ୍ମ କେନ୍ଦ୍ରପଡ଼ା ଜିଲ୍ଲାରେ । ମା'ଙ୍କର ଗଳ୍ପ ପଠନ ଅଭ୍ୟାସରୁ ମାତୃଦତ୍ତର ଗଳ୍ପ ପ୍ରତିଭାର ଜନ୍ମ । ସାଧାରଣ ମଣିଷର ନିତିଦିନିଆ ଜୀବନକୁ ନେଇ ଯୁବ ଗାଳ୍ପିକ ମାତୃଦତ୍ତ ସରଳ ଭାବରେ ବର୍ଣ୍ଣନା ଚାତୁରୀରେ ବେଶ୍ ସୁନ୍ଦର ଭାବରେ ନିଜ ଗଳ୍ପର ଚରିତ୍ରମାନଙ୍କୁ ଉପସ୍ଥାପନ କରିଛନ୍ତି । ବର୍ତ୍ତମାନ ସମୟର ଆବଶ୍ୟକତାକୁ ନେଇ ଗାଳ୍ପିକ ବେଶ୍ ସୁନ୍ଦର ଭାବରେ ନିଜ ଗଳ୍ପ ଗୁଡ଼ିକୁ ରୂପ ଦେଇ ପାରିଛନ୍ତି ।

Posts By ଶ୍ରୀ ମାତୃଦତ୍ତ ମହାନ୍ତି

To Top