କବିତା

ପଳାଶ ବଣେ ଫଗୁଣ

Ritindra Panda's odia poem Palaasha Bane Phaguna

ଫଗୁଣେ ସଜା ଫୁଲରେ କେତେ ଯେ ଅଗଣା
ପଳାଶ ବଣେ ତ ଫଗୁଣ ଟା
ହଜେଇ ଠିକଣା
ହେଲା ବାଟବଣା ।।

ବାସହୀନା, ନିସଂଗତା ର ଉଦାସୀନତା
(ପତ୍ର ଝଡ଼ା ପରେ ପରେ ସେ ଆସେ)
ତା ମନେ ଭରିଛି କେତେ

ତଥାପି ବସନ୍ତ ର ବାର୍ତ୍ତା ଘେନି
ପଳାଶ ଫୁଟିଛି ସ୍ରଷ୍ଟା ଙ୍କ ଇଙ୍ଗିତେ

ଫଗୁଣେ ସଜା ଫୁଲରେ କେତେ ଯେ ଅଗଣା
ପଳାଶ ବଣେ ତ ଫଗୁଣ ଟା
ହଜେଇ ଠିକଣା
ହେଲା ବାଟବଣା ।।

ଗାଆଁ କୁ ଯିବା ବାଟରେ
ଲେଖକ ବି ହଜିଛନ୍ତି
ଦିନେ ପଳାଶ ହାଟରେ

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top