କବିତା ତେବେ ସମ୍ଭବ ହୁଏ ଯେବେ ବିଷୟଠୁ ଦୂର
ଏବଂ ବସ୍ତୁର ନିକଟରେ ଥାଏ
ଏକୁଟିଆ କରିଦିଏ କବିତା
ଏବଂ ଯେବେ ଆମେ ବହୁ ଅନ୍ୟ ପ୍ରକାରର କାମ କରୁ
ସେଥିରେ କବିତା ସୃଷ୍ଟିରେ ବାଧା ପଡ଼େନା
କାରଣ ସେସବୁ ଅନ୍ୟ ପ୍ରକାରର କାମ
ବରଂ ଏ ପାଇଁ ଯେ ସେ ସବୁ ଆମକୁ ବାଧ୍ୟ କରନ୍ତି
ଅନ୍ୟମାନଙ୍କ ସହ କାମ କରିବାକୁ
ଯେବେ କି କବିତା ଏକା ହିଁ କାମ
କରିବାର ଅପେକ୍ଷା ରଖେ ।
କବିତା
ଲେଖିଛନ୍ତି
କବିତା ତେବେ ସମ୍ଭବ ହୁଏ ଯେବେ ବିଷୟଠୁ ଦୂର
ଏବଂ ବସ୍ତୁର ନିକଟରେ ଥାଏ
ଏକୁଟିଆ କରିଦିଏ କବିତା
