କବିତା

ସ୍ମୃତି

Madhab Chandra Jena's odia poem Smruti

ମୁଁ ଏକ ଆକ୍ରମଣକାରୀ
ଜିନିଷଟା ପୂରାପୂରୀ ତମର

ସ୍ମୃତି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତମ ସ୍ମୃତି କୁ ହତ୍ୟା କଲେ
ମୁଁ ଏକ ଆତଂକବାଦୀ
ତୁମ ସ୍ମୃତି କୁ ମନେପକେଇଲେ
ମୁଁ ଏକ ଆକ୍ରମଣକାରୀ
ଜିନିଷଟା ପୂରାପୂରୀ ତମର
ମୋର ସେଥିରେ
ଯାଏ କେତେ ନା ଆସେ କେତେ
ମୁଁ ଖାଲି ସବୁଆଡୁ
ମିଛଟାରେ ଯାହା ବଦନାମ ହୁଏ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top