କବିତା

ମୋ ଚାରିଆଡ଼େ, ତମେ

ମୁଁ ଏମିତିକା ଏକ ବନ୍ଦ କୋଠରୀରୁ
ତମକୁ ଦେଖିଲା ବେଳେ, ମୋର ମନେ ହୁଏ
ଭୂମା ତମେ ରହି ଅଛ ପୁରି, ମୋ ଚାରିଆଡ଼େ

ମୋ ଚାରିଆଡ଼େ, ତମେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମୁଁ ଏମିତିକା ଏକ ବନ୍ଦ କୋଠରୀରୁ
ତମକୁ ଦେଖିଲା ବେଳେ, ମୋର ମନେ ହୁଏ
ଭୂମା ତମେ ରହି ଅଛ ପୁରି, ମୋ ଚାରିଆଡ଼େ
ଆବୋରି ମୋ ଚିନ୍ତା ଓ ଚେତନା
ସତ୍ତା, ଆଉ ଇହ-ପରକାଳ …

ସେଠି ମଳୟ ବା ଝଡ଼ ଆସୁ
ଯାହା ଆସୁ, ସେ କିନ୍ତୁ ତମ ଅଧୀନରେ
ଚିରଦିନ, ଏଇମିତି ମୋ ପରି ବନ୍ଧା ପଡ଼ିଥାଉ
ଝଡ଼ ସବୁ ଶାନ୍ତ ହୋଇ ମଳୟ ବରଷୁ
ମଳୟର ଝଡ଼ ଆସି ବସନ୍ତ ବିରାଜୁ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top