ଏମିତି ପାହିଗଲା ରାତି ଦିନପରେ ଦିନ ବିତିଗଲା ବର୍ଷ ପରେ ବର୍ଷ ।
କେଇଦିନ ପାଇଁ ତୁମେ ଆକାଶ ପାଲଟିଗଲ ମୁଁ ହୋଇଗଲି ପକ୍ଷୀ ତୁମେ ଫୁଲ, ମୁଁ ପ୍ରଜାପତି ମୁଁ ସଂଜ , ଆଉ ତୁମେ , ତୁମେ ତ ସଂଜବତୀ ।
ତାଙ୍କ ଭିତରେ ଭରି ଯାଇଥିଲା ଅନେକ ବ୍ୟସ୍ତତା । ସେ ବାରମ୍ବାର ଫେରି ଯାଉଥିଲେ ବାରଣ୍ଡାକୁ ।
ସଞ୍ଜବତୀ ଜଳେ ଜଳି ଲିଭିଯାଏ ରାତି ଆସେ ନଇଁ ନଇଁ ମୋ ଛାତି ଥରେ ତମେ ନ ଆସିଲେ ମୋ ଅଡୁଆ ଶେଯରେ ନିଆଁ ଲାଗିଯାଏ ।
କାହିଁ ଛୁଆଟା ତ ପାଟି ଖୋଲୁନି । ମୀନା ପାଗଳୀ ପରି ହାତ ବୁଲେଇ ଆଣିଲା ଛୁଆ ଦେହରେ ।
ମୁଁ ତୁମକୁ ଇସାରା କରିବି କିଛି ନକହିବା ପାଇଁ, ଇଙ୍ଗିତ କରିବି ତୁମକୁ ମୋ ଦେହରେ ମିଶିଯିବା ପାଇଁ ।
ତାକୁ ମୋର ମନ ଦେଲି ଭଲ ମୁଁ ପାଇଲି ପ୍ରତିରାତି ସ୍ୱପ୍ନରେ ମୋ ତାକୁ ମୁଁ ଦେଖିଲି ।
ଏଠି ସେଠି ପାଦ ଥାପି ଚାଲି ସଳଖୁ ସଳଖୁ ପଡ଼ିଗଲା ବେଳେ ତା ହାତ ଲମ୍ବି ଆସେ ଆଉ କାହା ଆଗରୁ ।
ଭାଙ୍ଗିପଡୁଛ କାହିଁକି ? ନଇଁପଡିଲେ ଅନ୍ଧାର ମାଡ଼ିବସିବ , ମାଡ଼ିବସିବ ଯେ ଆଉ ନଛାଡିବା ପାଇଁ ତୁମେ ଡରି ଡରି ମାରିବାକୁ ଭଲପାଇବ କି ?
ନିଜ ଠିକଣା ଖୋଜେ ମଟରଗାଡିରେ, ପେଟ ପାଇଁ ଚଣା ବିକୁଥିବା ସତ୍ୟମାନେ ଭାବ ବିକୁଥାନ୍ତି ବାଦାମବାଡ଼ିରେ ।
କିଛିଟାଏ ଆରମ୍ଭ ଦେଖିସାରି ଶେଷ ଦେଖିବାକୁ ଆଖି ଚାହେଁନା ।
ତା' ବାଲିରେ ଦେଖେ ପକ୍ଷୀଝଡା ପର କେତେ ଫୁଟେ ଫୁଲ ବାସନା ଲେଖିବା ପାଇଁକି ଭାବି ବସିଲେ ବି ଶବଦ ମୁଁ ଖୋଜି ପାଏନା ।
ମୋର ଅତି ଆପଣାର , ନିହାତି ନିଜର ମୋ ପୃଥିବୀର ଠିକଣା ।
ଯେତେବେଳେ ଭାଗ୍ୟ ପୋଡିଯାଏ ସେତେବେଳେ ପାଳଭୁତ ଆଉ ଭଗବାନ ସବୁ ହାତ ଟେକି ଦିଅନ୍ତିଲୋ ମା
କୁହ ତ’ଦେଖି ସଂପର୍କକୁ ବଞ୍ଚାଇବାରେ ମୋ ଲୁହ ଲହୁ କ’ଣ ଏକା ଦରକାର ?
ମାମା ତମକୁ ପାପା ଏତେ ଜୋର୍ ମାରୁଛନ୍ତି କିନ୍ତୁ ତମେ କାହିଁକି କିଛି କହୁନ । ତମେ ପାପାଙ୍କ ହାତରୁ ବାଡ଼ି ଛଡ଼େଇ ତାଙ୍କୁ କାହିଁକି ପିଟୁନ
ସେ ନିଗାଡ଼ିଛନ୍ତି କେତେ ଯେ ଲହୁ ତାଙ୍କ ଶରୀରରୁ ତା’ର ହିସାବ ସେ ଜାଣନ୍ତିନି ।
ନିତି ନିତି ତୁମ ପ୍ରତିମୂର୍ତ୍ତି ଗଢ଼େ ମୋ ଦେହର ରକ୍ତ ମାଂସରେ ।
ଘାଟଶାମୁଳେଈଙ୍କ ଭଳି ମନ୍ଦିରର ପାର୍ଶ୍ଵ ଦେବାଦେବୀ ମଧ୍ୟ ବଲବଲ କରି ଚାହିଁଥିଲେ ଏମାନଙ୍କ ଆଡକୁ । ନନାଙ୍କ ମାହାସୁଲ ଦାବି ଉପରେ କାହାର କିଛି କହିବାର ନଥିଲା ।
ମୁଁ ପଛରୁ ତା' କାନିକୁ ଭିଡ଼ି ଧରିଛି ଠିକ୍ ସେ ବୁଲି ଚାହିଁ ଥାଉ କହିଲା ବେଳେ ତା' ଆଖିରେ ତଥାପି ମୁଁ
ତୁମ କଥା ମୋତେ କାହାଣୀ ପରି ଲାଗୁଛି । ସତରେ କ’ଣ ଏମିତି ହୋଇପାରେ, ଯାହା କାନ ଉଠିଲା ଦିନରୁ ଶୁଣିନି କେବେ ତାହା ଘଟିବାକୁ ଯାଉଛି?
ଗାଁମୁଣ୍ଡ କଳ ଚେମେଣି ପରି ଭସ୍ ଭସ୍ ବାହାରୁଛି ଧୂଆଁ ବୋଧହୁଏ ଶୀତ ଆସିଛି ।
ହଁ ହଁ ନଛିଆକୁ ଆଜି ରାତିରେ ମରିବାକୁ ହେବ । ଯା ମୋ ପାଇଁ ନଛିଆର ତାଜା ରକ୍ତ ନେଇକି ଆସ । ଶଙ୍କରା ଚମକି ପଡିଲା । ହାଟ...
ଏଇ ଜୀବନଟା ଖାଲି ଅଭାବମୟ, ଅଭାବର ବେଳାଭୂମିରେ ଘର କରି ଦୁଃଖ ସାଗରର ଲୁଣି ହାୱା ସବୁ ସ୍ୱପ୍ନ ଆଶା ଓ ସ୍ୱାଭିମାନକୁ ମିଳେଇ ଦେଲାଣି ।
ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ମୋ ବୋଉକୁ ସେମାନେ ମୋ ପାଖରେ ଛାଡ଼ି ଦେଇ ଯାଇଛନ୍ତି । ୟାଠାରୁ ଆଉ ବଡ଼ ଭାଗ କ’ଣ ଅଛି କହିଲୁ ?
ମୋତେ ଆଶ୍ଚର୍ଯ୍ୟ ଲାଗେ ତୁମେ ରାତିରେ ମୋ ସ୍ୱପ୍ନରେ ପୁଣି ଦିନ ଆଲୁଅରେ ବାସ୍ତବରେ କେମିତି ଆସ ?
କେବଳ ବାର୍ଦ୍ଧକ୍ୟ ନା ଆଉ କିଛି, କଣ ହୋଇପାରେ ତାଙ୍କ ଅସହାୟତାର କାରଣ । ଏପ୍ରଶ୍ନ ବି ନିଜକୁ ପଚାରି ଚାଲିଥିଲେ ସେ ।
ତୁମେ ଆସିଲ ମୋ ଯାତ୍ରାର ପ୍ରାରମ୍ଭରେ, ଶ୍ରାବଣର ବର୍ଷା ବିନ୍ଦୁପରି ଢାଳି ହୋଇପଡ଼ିଲି ମୋ ନିର୍ଜୀବ ସ୍ୱପ୍ନମାନଙ୍କ ଉପରେ ।
ୟା’ଭିତରେ ସ୍ତ୍ରୀ ଲୋକଟି ପ୍ରମୋଦଙ୍କୁ ଅତିକ୍ରମକରି କଲୋନିର ଶେଷମୁଣ୍ଡକୁ ଚାଲି ଯାଇଥିଲା ।
ଠିକ୍ ସେହି ନିଆଁ ଦିନେ ପୁଣି ଜଳିବ, ଜୀବନର ସୂର୍ଯ୍ୟାସ୍ତ ପରେ ପରେ ।
ମୁଁ ତୁମ ପରି ଅସାଧାରଣ ସୁନ୍ଦରୀର ପ୍ରେମିକ ବୋଲି ମନେ ମନେ ଗର୍ବ ଅନୁଭବ କରେ ।
ଏବେ ତ ଅପେକ୍ଷାର ଆରମ୍ଭ ମାତ୍ର ଶେଷ କେବେ ମୋତେ ଜଣାନାହିଁ ।
ମଞ୍ଚରେ ବାବାଜୀ ବେଶରେ ବୁଲୁଛି ମାୟା ରାବଣ । ହାତରେ କମଣ୍ଡୁଳ । ମୁହଁରେ ଦାଢି ଭର୍ତ୍ତି । ସୀତା ମାତାଙ୍କୁ ହରଣ କରିବା ପାଇଁ ପହଞ୍ଚି ଯାଇଛି କୁଡିଆ...
ଆଖିରେ ଧୂଳି ଟିକେ ପଡ଼ିଗଲେ ଉଷୁମ ଲୁଗା କାନିକୁ କେହି ମାଡ଼ି ଦେଉନି ଦୁଇ ଆଖିରେ ।
ୟା' ଭିତରେ ଚିତ୍ରକର ତୂଳୀ ଧରିଲା, ତୂଳିରେ ରଙ୍ଗ ମାରି କାନ୍ଭାସକୁ ଚାହିଁଲା, ଚାହିଁଲା ଗାଁ ଲୋକଙ୍କ ମୁହଁକୁ ।
ମୁଁ ମୋ ଝରକାରେ ଝୁଙ୍କି ପଡ଼ି ଯେବେ ଆକାଶକୁ ଚାହିଁଲି ଆକାଶଟା ସାରା ଘୋଟିଥିଲା ଘନ ଅନ୍ଧକାର !
ଜୁଇ ସଜାଡିବାରେ ଲାଗି ପଡିଲେ କିଛି ଲୋକ । ସାରିଆ ଦୂରରେ ବସି ସବୁ ଦେଖୁଥାଏ । ମଝିରେ ମଝିରେ ପାଟିକରି ଏସା ନାହିଁ ତେସା ନାହିଁ କହୁଥାଏ ।...
କ’ଣ କହି ସ୍ୱାମୀଙ୍କୁ ଆଶ୍ୱାସନା ଦେବେ ଭାବି ହେଉଥିଲେ ବିଚିତ୍ରା । କାରଣ ତାଙ୍କ ମନ ଭିତରେ ବି ତ ଏଇ ସବୁ ଦୁଃଖର ଢେଉ ମୁଣ୍ଡ ପିଟିବାରେ ଲାଗିଥିଲେ...
ଦିନରେ ନା ଜହ୍ନରାତିରେ, ଯାହା ବି ହେଉ, ଯେମିତି ବି ହେଉ ଆସିଥିଲା ତ !
ମନ ନାହିଁ କିମ୍ୱା ଦେହ ନାହିଁ, ସ୍ୱପ୍ନ ସବୁ ବି ବନ୍ଧା ପଡ଼ିଛି ଅନ୍ୟ କାହା ପାଖରେ । ସତୀ ସୀତା ପ୍ରତିଦିନ ଜଳିଯାଏ ଯଉତୁକ ଜୁଇରେ ।
ଚିତ୍କାର କରି ଉଠିଲେ ସତ୍ୟପ୍ରିୟ । ପାଖ ଚାମ୍ବରରୁ ଉଠି ଆସିଲେ ଅନ୍ୟମାନେ । ଚମକି ପଡିଲେ ସତ୍ୟପ୍ରିୟ ।
ମୁଁ କିନ୍ତୁ ସେମିତି ନିରବ ନିଶ୍ଚଳ ନିର୍ଜୀବ ଦାରୁ ପରି ତୁମ ମନସ୍କ ହୋଇ ଛିଡ଼ା ହୋଇଥିଲି,
ସେ ଯେବେ ପାହାନ୍ତାରୁ ବିଛଣାରୁ ଉଠି ତା' ଅସଜଡ଼ା କେଶକୁ ଭିଡ଼ି ଧରି ଗଣ୍ଠି ଦିଏ ମୋ ଆଶା, ଆକାଂକ୍ଷା ତାକୁ ନେଇ ଦେଖିଥିବା ସ୍ୱପ୍ନ ସବୁ ଆପଣା ଛାଏଁ...
ଏମିତି କିଏ କ'ଣ କାହାକୁ ଖୋଜେ ନା ଆପଣାର କେହି କେବେ ଏମିତିକା ହଜେ ଯେମିତି ତୁମେ ହଜି ଯାଇଛ କେଉଁଠି ଲୁଚି ଯାଇଛ ?
ମେଞ୍ଚା ମେଞ୍ଚା ଦୁଃଖ ସବୁ ସମସ୍ତଙ୍କ ଚେହେରାରେ ରଙ୍ଗ ପରି ଲାଗି ରହିଛି ।
ସ୍ୱପ୍ନ ତ' ଅନେକ ତୁମ ଦେହ ସାରା ଚୁମ୍ବନର ଚିତ୍ର ଆଙ୍କି ଆଙ୍କି ଆବୃତ କରି ଦିଅନ୍ତି ସବୁ ଦିନ ପାଇଁ ।
କୁଟା କାଠିର ଘରଟିରେ ମଝି ଖୁଣ୍ଟ ପରି ଅବା ବୁଢା ବରଗଛଟିଏ ପରି ମୋ ଆଖି ଉଠିଲା ଦିନରୁ ଦେଖୁଛି ତାଙ୍କୁ ।
କଲମଟିଏ ମୁଁ, ଚିତ୍ରର ମଥାରେ ବିନ୍ଦୁଟିଏ ଦେଇ ତା ମୁଣ୍ଡରେ ଓଢଣୀଟିଏ ଟାଣିଦେଇ ସରୁଧାର ଓଠକୁ ତା ମୁହଁରେ ଥୋଇ ଦେଇ ତାକୁ ବୋହୁ ପରି ସଜେଇ ଦିଏ ।
ମୋତେ ପିନ୍ଧାଇ ଦେବନି ଦାମୀ ଫୁଲହାର, ମୋ ନିର୍ଜୀବ ଦେହରେ ବୋଳିଦେବନି ଲାଲ୍ ନୀଳ ରଙ୍ଗର ଅବିର । ମୋତେ ଭସେଇ ଦେବନି ଘଣ୍ଟ ଘଣ୍ଟା ଢୋଲ ଅବା ଆତଶବାଜିର...
ମୋତେ ଗରମ ବିଛଣାରୁ ଟେକି ଆଣି କିଟିକିଟିଆ ଅନ୍ଧାରକୁ ଆଙ୍ଗୁଳି ଦେଖେଇ କହନ୍ତି "ଖାଇଦେ, ନ ହେଲେ ଠିକ୍ ଅଧା ରାତିରେ ଅନ୍ଧାର ଘୁଡୁଘୁଡ଼ି ଆସିବ ତୋ ଖାଲି ପେଟରେ...
ରାସ୍ତାର ଦେହ ଧୋଇ ଗାଧୋଇ ଦେଇ ସହରଟାକୁ ମେଘ ଫେରିଯାଏ ନୀଳ ଆକାଶକୁ !
ପଣ କରିଥିଲି ଆଜି ସବୁ ପ୍ରଶ୍ନର ଉତ୍ତର ନେବି, ତା' ଠାରୁ !
ତୁମ ହୃଦୟକୁ ମାଗିଥିଲି ଜାଣିଚାଏ, କହିଥିଲି ଓଜାଡ଼ି ଦେବାକୁ ତୁମ ପୁରା ହୃଦୟଟାକୁ ବିନା ସର୍ତ୍ତରେ ।
ପେଟ ତ ନୁହେଁ କୋରଡ଼ିଆ ବୁଢ଼ା ବରଗଛ ସତେ, ମା'ର ପଣତକାନି ତଳେ ଦୁନିଆଁ ଯାହାର, ଯେତେ ସବୁ ସ୍ୱପ୍ନ କୁନି କୁନି ଆଶା ଓ ଆନନ୍ଦ ସବୁକିଛି ଧୋଇଯାଏ...
ଜମା ହୁଏ ପାକଲା ପତର, ବର୍ଷା ଛିଟା ଖୋଲିଦିଏ ତା' ଛାତି ତଳେ ଲୁଚିଥିବା ବାରବାଟୀ ଦୁର୍ଗର ହଜିଲା ପଥର,
ପୋଛି ନେଲା ମଥାରୁ ସିନ୍ଦୂରର ବିନ୍ଦୁ କୁନି କୁନି ଓଠରୁ ହସ ଲିଭିଗଲା ଘରେ ଘରେ ଜଳିଲାନି ଚୁଲି ମଶାଣିରେ ମଣିଷର ଜୁଇ ଜଳୁଥିଲା ।
ଖାଲି ମାଟି ନୁହେଁ ଭିଜେ ରାତି ଭିଜେ ମୋର ପ୍ରତିଟି ସପନ ବରଷାରେ ଶ୍ରାବଣର ମେଘ ସିନା ପୋଛିଦିଏ ଯନ୍ତ୍ରଣା ମାଟିର ହେଲେ ବିନ୍ଦୁଟିଏ ବରଷେନା ମୋ ମନର ନିଆଁରେ...
ସେଇ ଟିକକ ପାଇନାହିଁ ବୋଲି ବୋଧହୁଏ ଚାହିଁ ପାରିନି କିମ୍ୱା ମନ ଖୋଲି କହିପାରିନି ମୋ ମନ କଥା ।
ଗାଁ ଦାଣ୍ଡରେ ଛୁଟିଛି ବର୍ଷାପାଣିର ସୁଅ ମଝିରେ ଗୋହିର ନଈପଠାର ଅତଡ଼ା ପରି ମାଟି ପଡୁଛି ଲଥ ଲଥ ।
ସେ ରାତିର ବର୍ଷାରେ ଯଦିଓ ଭିଜିଥିଲା ଦେହ ତୁମର ତଥାପି ତୁମ ସ୍ପର୍ଶର ଉଷ୍ମତାରେ ମୁଁ ଜଳି ଯାଉଥିଲି ପ୍ରତିକ୍ଷଣ ।
ଶ୍ରାବଣ ଆଖିରେ ଲୁହ ଛାତିରେ ଛାତିଏ କୋହ କଇଁ କଇଁ କାନ୍ଦି କହେ ରାତି ତା'ର କେହି ନୁହଁ !
ସ୍କୁଲ୍, ଖେଳପଡ଼ିଆ, ଘର ମୋ ଦୁନିଆଁ ଅତି ନିଜର ।
ମୋ କବିତାରେ ଜହ୍ନକୁ କେତେ ଗାଳି ଦେଇଛି, ଜହ୍ନକୁ କଳଙ୍କିନୀ କହି ତୁମକୁ ସୁନ୍ଦରୀ କହିଛି ।
ଲେଖିବାର ସ୍ପୃହା ନାହିଁ ଜାଣେନା ଏ ମନ ଲେଖି ଚାଲେ କାହା ପାଇଁ, କାଗଜର ଛାତିରେ ପ୍ରେମର ବରଷା ପାଇ ଲଟେଇଛି କବିତାର ଲମ୍ୱା ଲମ୍ୱା ଲତା ଏଇ ତ...
ମୁଁ ଛୁଇଁଛି ମୋ ଗାଁ ମାଟିକୁ ସେଥିରେ ପାଇଛି ପୁନେଇଁ ଜହ୍ନର ଶୀତଳତା ଗେଣ୍ଡାଳିଆର ଝାଡ଼ି ଦେଇଥିବା ପର କେତୋଟିର ଚିହ୍ନ, ପବନରେ ଝୁଲୁଥିବା ଧାନକେଣ୍ଡାର ଅସରନ୍ତି ଆନନ୍ଦକୁ ।
ସୋଫାର ଆର ମୁଣ୍ଡରେ ପଡ଼ିଥିବା ଗାମୁଛାରେ ଝାଳ ପୋଛି ନିଜକୁ ପ୍ରସ୍ତୁତ କରୁଥିଲେ ବେଡ୍ରୁମ୍ ପର୍ଯ୍ୟନ୍ତ ଯିବା ପାଇଁ ।
ଦୈହିକ ମିଳନରେ ପ୍ରେମର ପୂର୍ଣ୍ଣତା ଆସେ ବୋଲି ତମକୁ କିଏ କହିଲା ସୁଶାନ୍ତ । ଆମ ଏକ ହୋଇ ନ ପାରିଲେ ଆମ ଭିତରେ ଥିବା ଭଲ ପାଇବା କ'ଣ...
ଝାମ୍ପ ପାଗେଳି ସତ; କିନ୍ତୁ ତା' ଦେହର ଚମକ ତଥାପି ଯାଇନି । ଭାସିଲା ଆଖି ହଳକ ଏବେବି ସତେଜ ଆଉ ଜୀବନ୍ତ ଲାଗନ୍ତି । ଓଠର ରଙ୍ଗ ଫିକା...
ଛିଡ଼ା ଛିଡ଼ା ମୁଁ ଯାହା ଭାବୁଥିଲି ବୋଧହୁଏ ସେ ତାହା ହିଁ ଭାବୁଥିଲା । ତା' ପିଲାଙ୍କ ମୁଣ୍ଡରେ ହାତ ବୁଲାଇ ଆଣି ସେ ମୋତେ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା...
ଦେହରେ ଦେହ ବାଜିଲେ ବି ସେ ପାଲଟି ଯାଇଥାଆନ୍ତି ପଥର । ଅନ୍ଧାରର ଆହ୍ୱାନ ନୁହେଁ ବରଂ ଦେହର ଆଦେଶରେ ଛନ୍ଦାକୁ ଉଣ୍ଡାଳନ୍ତି ସେ କେବେ କେବେ ।
ଆପଣଙ୍କ ମତାମତ