ଏସବୁ ଅପୂର୍ବ ସଂଯୋଗ, ଅବା ପରସ୍ପର ପ୍ରତି ପ୍ରେମର ପ୍ରତିଫଳନ ଜାଣି ହୁଏନା କିନ୍ତୁ ଏକଥା ସତ, ସମ୍ପର୍କର ଗଭୀରତା ଜଣେ ଆଉ ଜଣକୁ ଏମିତି ପାଖକୁ ଟାଣି ନିଏ...
ତାର ଛୁଟି ହେବା ପର୍ଯ୍ୟନ୍ତ ସେଇଠି ଅପେକ୍ଷା କରେ । ସେ ଆସିଗଲା ପରେ ଦୁହେଁ କାରରେ ଘର ଅଭିମୁଖେ ବାହାରି ପଡନ୍ତି ।
ନବବର୍ଷ, ଏମିତି କିଛି ବର୍ଷକରେ ଥରେ ଆସୁଥିବା,
ସେଠାରେ ଆମେ ପହଞ୍ଚି ଦେଖୁ ଆମର ସେଇ ଝଙ୍କାଳିଆ ପିଜୁଳି ଗଛ ତଳେ କେତେ ଗୁଡିଏ ଖଣ୍ଡିଆ ପିଜୁଳି ସେମାନଙ୍କର କ୍ଷତାକ୍ତ ନାଲି ପେଟ ଦେଖେଇ ପଡି ଥାଆନ୍ତି,
ତୁମର ଅତୀତ ସହିତ ମୋର କିଛି ଯାଏଆସ ନାହିଁ । ସେ ତୁମର ଅତୀତ ଥିଲା । ସେ ବିଷୟରେ ମୁଁ କିଛି ଜାଣିବାକୁ ଚାହୁଁନି ଏବଂ ଜୀବନରେ କେବେ...
ଦେଶର ସୀମାର ବନ୍ଦୁକ ଧରି ପହରା ଦେଉନି ସିନା, କିନ୍ତୁ ଦେଶ ସେବା କରିବାକୁ ଦେଶବାସୀଙ୍କ ଥାଳିରେ ଭାତ ମୁଠାଏ ଦେବାକୁ ହଳ ବଳଦ ନେଇ ଭାଗ ଜମିରେ ତାର...
ହଠାତ୍ ପଛକୁ ଫେର ଚାହିଁଲି । ଆରେ……, ତୁମେ ଏଠି ? କଥା ତ ନଥିଲା ଏଇଠି ଏମିତି ଭେଟିବା ବୋଲି ।
ଯେଉଁଠାରୁ ଆରମ୍ଭ ମୋ ପଥ, ସେଇଠି ସମାପ୍ତ, ବିଚିତ୍ର ଏ ସୃଜନୀର ତନ୍ତ୍ର ।
ଲଢେଇ ତ ସବୁ ଜିନିଷର ଶେଷପନ୍ଥା ନୁହେଁ ! ବାର୍ତ୍ତା ହେଉଛି ଉତ୍ତମ ପନ୍ଥା ।
ତୁମେ ଆସିଥିଲେ, ଫୁଲ ସବୁ ଫୁଟିଥାଆନ୍ତେ ମହକେଇ ଦେଇଥାଆନ୍ତେ ସାରା ଅଗଣାରେ, ଝରକା ପାଖରେ ମଲ୍ଲିକା ବି ଶୋଇବା ଘରେ ବାସ ଭରିଦେଇ ଥାଆନ୍ତା ।
ଆମେ ସବୁ ଗୋଟିଏ ଗୋଟିଏ ଧ୍ରୁତରାଷ୍ଟ୍ର, ଆମେ ପୁତ୍ର ପ୍ରେମରେ ଏପରି ଅନ୍ଧ ହୋଇ ଯାଇଛେ ଯେ ପୁରୁଷ ମାନଙ୍କର ଦୋଶକୁ ଆମେ ଧ୍ୟାନ ଦେଉନେ ବରଂ ସବୁ ଦୋଶ...
ମୋର ଖୁସିର ସାମ୍ରାଜ୍ୟ, ତୁମ ଠାରୁ ଆରମ୍ଭ ଆଉ ତୁମ ଠାରେ ହିଁ ଶେଷ ।
ତୁମେ ଆସିଥିଲେ ଭଲ ଲାଗିଥାନ୍ତା, ସାଥି ହୋଇ ବସିଥାନ୍ତେ ଦେହକୁ ଦେହ ଲଗାଇ ପାର୍କର କଣରେ ସେହି କୃଷ୍ଣଚୁଡା ଗଛତଳେ ସିମେଣ୍ଟ ବେଞ୍ଚରେ ।
କେଇ ମୁଠା ସୁଖିଲା ଭାତ ଆଉ ଚିମୁଟାଏ ଲୁଣ ଯେ ଯଥେଷ୍ଟ, ପିଞ୍ଜରା ହାଡତଳେ ଡହ ଡହ ଜଳୁଥିବା, ମୋର ଏଇ ଭୋକିଲା ପେଟ ପାଇଁ ।
କହନ୍ତି, ତୁମେ କାଳେ ଥାଅ କଣ କଣ ପ୍ରତି ଅନୁକୋଣେ, ତୁମେ ଥାଅ ଜଡ ଚେତନରେ ।
ବୋଉ ବାରମ୍ବାର ପାଟି କରି କହୁଥାଏ ଯାଆନା, କଥା ଶୁଣିବନି ପିଲାଟା, କେଡେ ଅଣ୍ଡିରାଚଣ୍ଡି ଝିଅଟା ସତେ ।
ଏତିକି ଟଙ୍କାରେ ଏବେ ଘର ତ ଚଳୁନି, ଆଗକୁ କେମିତି ଚଳିବ?
ନବୀନର ଆଗମନ ପାଇଁ, କେତେ ଉତ୍ସାହିତ ମନ, ଯଦିବା ଯନ୍ତ୍ରଣାଦାୟୀ ଏ ପିଡା, ରକ୍ତାକ୍ତ କୁକ୍ଷିର ବେଦନା, ତଥାପି କେତେ ଉତ୍ସାହିତ ମନ ! ନୂତନକୁ ଆଲିଙ୍ଗନ କରିବାର ଏ...
ବହିରୁ ମୁହଁ ଉଠେଇ, ଚଷମା ଫାଙ୍କରୁ, ଥରେ ଚା କପ୍ କୁ, ପୁଣି ତାଙ୍କ ମୁହଁକୁ ଚାହିଁଲି ।
ମନେ ପଡି ଯାଏ, ପାଣି ବୋହି ଯାଏ, ଗାଆଁ ମଝି ଦାଣ୍ଡେ ନଇ ବଢି ପରି, ପିଣ୍ଡାରେ ବସି ବଡ ଭାଇ ସଙ୍ଗେ, କାଗଜର ଡଙ୍ଗା ଭସାଇ ଦିଏ ଖରସୁଆଁ...
ଚାହିଁଛି ତା ପଥ, କଥା ଦେଇ ଥିଲା, ଆସିବ ନିଦାଘ ଶେଷେ, କଳା ବାଦଲର ଶାଢିରେ ଶଜାଇ ଲାଜୁକି ପ୍ରିୟା ମୋ, ନହୁଲି ବଧୁର ବେଶେ ।
ତୁମରି ଟିକିଏ ହସର, ସାତ ରଙ୍ଗି ଇନ୍ଦ୍ରଧନୁ ଛଟା, ରଙ୍ଗ ଭରି ଗଲା, ଏଇ ମୋର ନିସଙ୍ଗ ଜୀବନରେ ।
କେବେ କି ହୁଏନା ମନ, ଧରି ନେବାକୁ ତୁମର ସେ କରାଳ କାଳିକାର ରୂପ ଅବା ଦୁର୍ଗା, ଦୂର୍ଗତୀ ନାଶିନୀର ଅବତାର?
କେତେ ସହଜ ରେ, ସବୁ କିଛି ବଦଳି ଯାଏ ଏଠି, ସମୟର ପବନରେ, ଜୀବନର ବାଲି ସବୁ, ଏଇଠୁ ଉଡି ଯାଏ, ପୁଣି ଏକ ନୁଆ ଜାଗାରେ, ଜମା ହୋଇ...
ଆକାଶର ଲୋହିତାଭ ଆଭାରେ, ଷ୍ପଷ୍ଟ ବାରି ହେଉ ଯାଉଥିଲା, ଗର୍ଭବତୀ ମାଆର ସେ କମନନୀୟ କାନ୍ତି, ଆଗନ୍ତୁକର ଆଗମନ ପାଇଁ,
ମୁହଁକୁ ସୁଖାଇ କୁମୁଦ କହିଲା, କେତେ ରାତି ହେଲା ଆସିନି ଘର, କୁମୁଦିନୀ ମୋର ଅଭିମାନ କରି, ଚାହିଁ ବସିଥିବ ପଥ ମୋହର, ଜୋଛନା ଯେତେକ ସାଇତି ରଖିଛି, ତାକୁ...
ସୁରରେ ମିଳାଇ ସୁର, ପାଦ ଥାପି ପାଦ ଚିହ୍ନେ ମୋର, ଚାଲିବାକୁ ନେଇଥିଲ ଦୁର୍ବାର ଶପଥ ଦିନେ, ତଥାପି କିପରି କୁହ, ଅଧା ବାଟେ ଭୁଲି ଗଲ ଯେତେ ଥିଲା...
ଆକାଶର ନୀଳ ସେ ବନ ଅନଳ ଏ ମନର ଯେତେ ବ୍ୟଥା, ଶ୍ରାବଣର ପରି ଢାଳିଲେ ବି ଲୁହ ସରେନା ଏ ମନ କଥା ।
ବିରହ ମିଳନ, ମନର ବନ୍ଧନ ପ୍ରେମର ନାଆଁ, ଅଳିକ ଯଦି ପ୍ରେମର ମୂଲ୍ୟ ତା'ର ପାଇଁ ଏତେ ଭାବନା କିଆ?
ନିଦାଘ ଗ୍ରୀଷ୍ମ ଯାଏ, ବର୍ଷା ବି ବାହୁଡେ, ଗଛର ପତ୍ର ଝଡି ଯାଏ ପୁଣି ନବ ପଲ୍ଲବିତ ହୁଏ।
ନିବିଡ ତୁମର ବାହୁ ବନ୍ଧନ, ମଧୁର ତୁମର ଚାପା ଗୁଞ୍ଜରଣ, ଚୁପି ଚୁପି ତୁମ ପୀରତି କଥା । ମରମ କୁ ମୋର ଛୁଇଁ ଯାଏ ଯେବେ ହରି ନିଏ...
କଦବା କେମିତି ପ୍ରତୀକ୍ଷିତ ମୁହୁର୍ତ୍ତଟି ବାଟବଣା ହୋଇଯାଏ, କେବେ ପ୍ରତୀକ୍ଷା କ୍ଷଣକରେ ସରିଯାଏ, କେବେ ଅବା ଏତେ ଲମ୍ବା ହୁଏ, ଗୋଟିଏ ଜୀବନ ବି କମ୍ ପଡିଯାଏ ।
ତୁମ ବିନା ମୋ କଳ୍ପନା କୁହ ହୁଅନ୍ତା କେମିତି । ଜଳ ଶୂନ୍ୟ ନଦୀ ପରି, ବାସ ହୀନ ଫୁଲ ସରି, ଶବ୍ଦ ବିନା ମୋ କବିତା ସୁର ବିନା...
ସେତେବେଳେ; ତୁମେ ମୋର ଆହୁରି ଅନ୍ତରଙ୍ଗ ହୋଇଉଠ, ଏବଂ ତୁମରି ବିନା, ଏ ଜୀବନର ମାନେ କିଛି ବି ନଥାଏ ।
ଝରି ଗଲା କେତେ ଜଳ ଗର୍ଭବତୀ ଆକାଶ କୁକ୍ଷିରୁ, ଭାଙ୍ଗି ଗଲା କେତେ ମନ ଅସହିଷ୍ଣୁ ଦୁନିଆ ଦାଉରୁ ।
ଖୋଜିବାର ଅନ୍ତ ନାହିଁ ଏଠି, ପାଇବାର ବି, ନ ପାଇବାର ଅନେକ ଅଭେଦ୍ୟ ଦୁର୍ଗ, ଦୁର୍ଗମ ଅନେକ କାମନା, ତଥାପି ମଣିଷ ଖୋଜି ବସେ, ଅନ୍ତ ହୀନ ଦୁଃଖର ସମୁଦ୍ର...
ସେତିକି ବେଳେ ଦମକାଏ ହେମାଳ ପବନ ଏ ମନକୁ ଚହଲାଇ ଦିଏ ଛାତି ତଳେ କମ୍ପନ ଜଗାଏ କାହାର ଉଷୁମ ପରଶ ପାଇଁ ବାହୁନି ଉଠଇ ଏଇ ମୋର ମନ,...
ତମେ ଗଲା ପରେ ମିଠା ମିଠା ବାସ୍ନା ଚାଲିଯାଏ ଥମି ଯାଏ କୋଇଲିର ସୁର ଅତି ଆପଣାର ବୋଲି ବାରମ୍ବାର ସୁଚଉ ଥିବା ତୁମର ସେ ଗେହ୍ଲା ଗେହ୍ଲା ହସ...
ସଂସାରର ବୈତରଣୀ ପାର କରିବାକୁ ଦୁଃଖର ଡଙ୍ଗା ଏକମାତ୍ର ଭରଷା ।
ତମ ଗାଁ ନଇ ପଠା କାଶତଣ୍ଡି ଫୁଲ ଶରତର ତୋଫା ଜହ୍ନ ଭାରି ମନେ ପଡେ ।
କଦମ୍ବ ତ ନିତି ନିତି ମୋତେ ପଚାରୁଚି ଜମୁନା ବି ତମକୁ ଖୋଜୁଚି ତମେ ନାହଁ ବୋଲି ବୋଲି ବଂଶି ମୋର ରୁଷିକି ମଉନେ ବସିଚି ରାଧା ଗୋ ତମେ...
ତୁ ତ ମାୟା ନିର୍ମାୟା, ପର ଆପଣା ସ୍ୱାର୍ଥ ନିସ୍ୱାର୍ଥର ଗୋଳିଆ ପାଣିରେ ଉବୁଟୁବୁ, କେବେ ପୁଣି ପାଣି ଭଅଁରରେ ଚକ୍କର କାଟୁଚୁ।
ତାର ପଣତ କାନିରେ ମୋ ମୁହଁ ପୋଛୁ ପୋଛୁ କେତେ ପ୍ରଶ୍ନ କରିଯାନ୍ତା ।
ଝିଅ ମୋର ଖିଲି ଖିଲି ହସି ଦେଲା ଯେତେ ବେଳେ ତାକୁ ମୋ କୋଳର ସାମ୍ରାଜ୍ୟ ମିଳିଲା ।
ଆପଣଙ୍କ ମତାମତ