ବରଷି ଆଶିଷ ଆରୋହିବେ ଦେବ ପାବନ ହୃଦୟ ସ୍ୟନ୍ଦନେ
କେଉଁଦିଗୁ କେତେ ଯାତ୍ରୀଙ୍କି ଧରି ଧାଇଁଥିବେ ଶତ ସହସ୍ର ତରୀ ଦଳ ଦଳ ଜଳୁ ହୋଇ ବାହାର ଶିଶୁମାର କରୁଥିବେ ବିହାର
ଦେଖିଲେ କୁକୁର ଜିଭକୁ କାଢ଼ି ଧକୋଉଚି ଖାଲି ଘଡ଼ିକି ଘଡ଼ି ପାଣିରେ ଦେହକୁ ଥୋଇ ଗାଈ ଗୋରୁମାନେ ପାକୁଳି କରନ୍ତି ଗଛର ଛାଇରେ ଶୋଇ ।
ତ୍ରୀଯାମା, କ୍ଷଣଦା, ରାତ୍ରି,ବିଭାବରୀ , ନିଶା, ତମୀ, ନିଶୀଥିନୀ ଶର୍ବରୀ, ଯାମିନୀ, କ୍ଷପା ବ୍ୟତିରେକେ ରଜନୀ ଓ ତମସ୍ଵିନୀ ।
ଜହ୍ନ ମାମୁଙ୍କର କେତେଗୋଟି ନାମ କିଏ ଅବା ଅଛ ଜାଣି ? ମନେ ରଖ ତେବେ କୁନି କୁନି ମୋର ସ୍ନେହର ଭାଇ ଭଉଣୀ ।
ଲକ୍ଷ୍ମୀ, ଲୋକମାତା, ଇନ୍ଦିରା, କମଳା, ପଦ୍ମା,ରମା,ପଦ୍ମାଳୟା ଆଉ ତିନି ନାମ ଶ୍ରୀହରିପ୍ରିୟା, ମା ତଥା କ୍ଷୀରାବ୍ଧିତନୟା ।
ଫାରମ ମାଲିକ ମାଆକୁ ତୋହର ଦେଇଛି ବିକିରି କରି । ହେଇ ସାରିବଣି କାହାର ଆହାର ହେଇ କି ଚିକେନ୍ କରି ।।
ସାଲେପୁରର ରସଗୋଲାକୁ ପାରିବ କିଏ ଭୁଲି ? ରସାବଳି କି ପୋଟଳି ଖାଅ କେନ୍ଦ୍ରାପଡ଼ାରେ ବୁଲି ।।
କେତେ ରକମର ଚିଜ ଭଳିକି ଭଳି ସରକସ, ରେଳଗାଡ଼ି, ଚରିକି ଦୋଳି ବୁଲିବା ଘିରି ଘିରି, କିଣିବା ବେଲୁନ୍ ତୁରୀ ହରଷେ ସରସ ହୃଦ ହୋଇବ ପରା ।।
ମଖମଲିଆ ଡେଣାକୁ ତୋର ହାତରେ ଦେଲେ ଧରି ପାଉଡ଼ରିଆ ଗୁଣ୍ଡ ଗୁଡ଼ିଏ ହାତରେ ଯାଏ ଭରି ।
ବରଷା କହେ ନାଚି ନାଚିକା ଆ' ମୋ ପାଖେ ଜଲଦି ଗଛରେ କିଆଁ ଚଢୁଚୁ ଆରେ ପଡ଼ିବୁ ଖସି ଅଇଁଠୁ ।
ଜୋଇଁର ଚାକିରୀ ଆମେରିକା ଦେଶେ ସେଥିପାଇଁ ବାହା ଦେଲୁ ।
ଦୁଃଖ ଥିଲା ମନେ ଏ ଜଗତ ଜନ ତୁମ୍ଭ ପାଶେ ଯିବା ପାଇଁ । କେଉଁକାଳୁ ପରା କରୁଥିଲେ ଚେଷ୍ଟା ହେଉଥିଲେ ହାଇଁ ପାଇଁ ।।
ଜହ୍ନମାମୁଁ ଗୋଲ୍ ସୂର୍ଯ୍ୟ ଜେଜେ ଗୋଲ୍ ଦିଗ୍ବଳୟ ଦିଶଇ ପରା ଗୋଲ୍, ଗୋଲ୍, ଗୋଲ୍
ଅରୁଆ ଚାଉଳ, ନୀଳ ନାରିକେଳ, ଦୂବ, ବରକୋଳି ପତର ଆଦି । କେତେ ଯତନରେ ରତନ ପରା, ମାଆ ସବୁ ରଖିଥାନ୍ତି ସମ୍ପାଦି ।।
ବାୟସ ସକଳ କରି କା' କା' ରବ ଉଡ଼ି ବୁଲି ଚତୁର୍ଦ୍ଦିଗେ କରନ୍ତି ପ୍ରଚାର ଉଠ ଉଠି ସର୍ବେ ପରା ହେଲାଣି ସକାଳ ହେଉ କର୍କଶ ଶବଦ କରେ ଉପକାର...
ଦୂରରୁ ଦିଶୁଚି ରଙ୍ଗ ବେରଙ୍ଗର କେତେ କୋଠା, ଚାଳଘର । ଅଙ୍କାବଙ୍କା ରାସ୍ତା ଉପରେ ଚାଲନ୍ତି କେତେ ଯେ ଗାଡ଼ି ମଟର ।।
ଗଢ଼ିଅଛି ଯନ୍ତ୍ର ମଣିଷ ଅଟେ ରୋବଟ ନାମ ଅନାୟାସରେ ସାଧି ପାରୁଚି କେତେ ଅସାଧ୍ୟ କାମ ! ଗଢ଼ିଅଛି କମ୍ପ୍ୟୁଟର ସେ କରେ ଗଣନା କେତେ ମସ୍ତିଷ୍କ ସମାନ ହୋଇବ...
ସୁଲୁସୁଲୁ ବାଆ ଗୁଲୁଗୁଲୁ କଥା । ଚୁପାଚୁପା ହସ ହରିନିଏ ବ୍ୟଥା ।।
ଭୁବନେଶ୍ୱର, ପୁରୀ, କୋଣାର୍କ ଗାଏ ଶିଳ୍ପୀର ଜୟ ଜଗତନାଥ ଟେକିଛି ହାତ ଯାଚଇ ବରାଭୟ । ଖଣ୍ଡଗିରିରେ ଧିଆନ ରତ ଐର ଖାରବେଳ ଧଉଳିଗିରି ଦେଇଚି ଫିଙ୍ଗି ଅଶୋକ କରବାଳ...
ଜିଲ୍ଲା ସାଇବ ଘୋଷଣା କଲେ ମାରିବ ଯିଏ ହାତୀକୁ ଭଲେ ପ୍ରମାଣ ପତ୍ର ପାଇବ ସିଏ ପାଇବ ପୁରସ୍କାର ପାଣୁଆ ଛାତି ଟାଣୁଆ ଭାରି
ବିମାନରେ ବିରାଜିତ ମୁରଲୀପାଣି ପାଶରେ ଶୋଭନ୍ତି ପରା ରାଧିକାରାଣୀ ସତେ ବା ରତ ରଣେ ଦେବ ମାନବ ଗଣେ ରଙ୍ଗ ପିଚକାରୀ ତୋପ ହାତରେ ଧରି ।
ପାହି ଆସୁଥିଲା, ଅନ୍ଧାର ରଜନୀ ବହୁ ଥିଲା ଥଣ୍ଡା ବାଆ । ଏହି ସମୟରେ, ଶୁଭିଲା ସ୍ୱରଟେ ପଇସାଟେ ଦିଅ ମାଆ ।।
ମନ ହୁଏ ତା'ର ଯିବାକୁ ପଢ଼ି ବେଗରେ ଧରି ସିଲଟ ଖଡ଼ି । ପାରେନା ଜାଣି ମାଆ କିଆଁ ତାକୁ ବଣକୁ ପଠାଏ ବହି ଖାତା କିଛି ନ ଦେଇ...
ଅଦ୍ୟାପି କହନ୍ତି ଲୋକେ ଦେଖିଛନ୍ତି ବୋଲି ଥୋକେ ଶୁକ୍ରୁ ଜାନି ମୁଣ୍ଡେ ଭିଡ଼ି ଠେକା । ଧାରୁଆ ଟାଙ୍ଗିଆ ହାତେ ବୁଲୁଥାଏ ପରବତେ ବାଘ ଭୟ ଦେଇ ନାହିଁ ଦେଖା...
ତୋ ବାପାଙ୍କୁ କହିବାକୁ ପଡ଼ିବ, ତୁ ଏସବୁ ଖରାପ ଅଭ୍ୟାସ କଲୁଣି । ଭବିଷ୍ୟତରେ ଚାରିପାଞ୍ଜିରୁ ଯିବୁରେ ପୁଅ । ବଣ୍ଟି ସେଇଠୁ ଖତେଇ ହୋଇ କହିଲା- ଚାରିପାଞ୍ଜିରୁ କି...
ରଜନୀ ସୁନ୍ଦର ହୋଇଲେ ଉଦୟ ଅମ୍ୱରେ ପୂର୍ଣ୍ଣମୀ ଜହ୍ନ । ଅନ୍ଧକାର ରାତ୍ରେ ଖଦ୍ୟୋତ ରୋଷଣୀ ହରିନିଏ ଜନମନ ।।
ବଣ୍ଟି ସେଦିନ ଖବରକାଗଜରୁ ପଢ଼ିଲା ସନ୍ତ୍ରାସବାଦୀମାନେ ଗୁଜୁରାଟର ଅକ୍ଷରଧାମ ମନ୍ଦିର ଉପରେ ଆକ୍ରମଣ କରି ଅନ୍ୟୁନ ପଚାଶ ନିରୀହ ଭକ୍ତଙ୍କର ପ୍ରାଣନାଶ ଘଟାଇଛନ୍ତି । ତା’ ମନରେ ଖୁବ୍ ଦୁଃଖ...
ଘଞ୍ଚ ଅରଣ୍ୟାନୀ ପୁଷ୍ପେ ବିମଣ୍ଡିତ ହୋଇ ହରୁଥିଲେ ଚିତ୍ତା ଶୋଭା ସନ୍ଦର୍ଶନେ କାହାର ହୃଦୟ ନ ହୋଇବ ପ୍ରଫୁଲ୍ଲିତ ?
ସେ ମଢ଼ର ପଛପାଖରୁ ମାଂସ ଛିଣ୍ଡାଇ ଖାଉଥିବା ସମୟରେ ବଣ୍ଟି ଲକ୍ଷ୍ୟ କଲା ତା'ର ମୁଣ୍ଡ ତା'ର ରାଇଫଲ୍ ରେଞ୍ଜ୍ ବାହାରେ ରହୁଛି ।
କରି ମଧୁପାନ ହରଷିତ ମନେ ପ୍ରଜାପତି ଯାଏ ଉଡ଼ି । ଫୁଲରାଣୀମାନେ କରନ୍ତି ଅପେକ୍ଷା ଲୋତକ ଜଳରେ ବୁଡ଼ି ।।
ମଢ଼ ପାଖରୁ ଆମ୍ୱଗଛଟିର ଦୂରତା ୧୫ ଫୁଟ । ବାଘକୁ ମାରିବାକୁ ହେଲେ ନିହାତି ୧୫/୧୬ ଫୁଟ ଉଚ୍ଚରେ ମଞ୍ଚା ବାନ୍ଧିବା ଦରକାର ।
ପୃଥିବୀଟା ସାରା ବୁଲି ବୁଲିକା ଫେରିବ ଏଇ ଭାରତେ ଜନମ ଭୂଇଁଠୁ କିଏ ବା ଆଉ ଏତେ ପ୍ରିୟ ହେବ ସତେ ।
ଆପଣଙ୍କ ମତାମତ