ଠିକ କହିଛ ଅବିନାଶ । ମୁଁ ଖୁସି ଯେ ତୁମେ ନିଜର ମନକୁ ନିୟନ୍ତ୍ରଣ କରିବା ଶିଖିଗଲଣି ଏତିକି ଦେଖାରେ ।
ପ୍ରକୃତରେ ଆମେ ଦୁହେଁ କଳିଙ୍ଗ ପ୍ରଦେଶରୁ ଆସିଥିଲୁ । ସେଇଥିପାଇଁ ତ ।
କଳିଙ୍ଗା । ତୁମର ଲକ୍ଷ୍ୟ ତ ଅଭେଦ୍ୟ । – ସେପଟୁ କିଏ ଯେମିତି କହି ଉଠିଲା ।
ମୁଁ ତ୍ରିରଙ୍ଗା ଉଡାଇ ଫେରିବି କମ୍ବା ମୋର ଶରୀର ତ୍ରିରଙ୍ଗାରେ ଆବୃତ ହୋଇ ଫେରିବ । କିନ୍ତୁ ମୁଁ ଫେରିବି ନିଶ୍ଚୟ ।
ତୁମ ଆଗରେ ସେହି ଘଟଣା ଆଉ ଥରେ ଅଭିନୀତ ହେବ ଆଉ ତୁମେ ଏକ ପାତ୍ର ହିସାବରେ ଅନୁଭବ କରିବ ।- ଛାଇ ପୁଣି କହୁଥିଲା ।
ତୁମେ ସେ ସ୍ଥାନରେ ଥାଇ ଯୁଦ୍ଧ ନିଜ ଆଖିରେ ଦେଖିପାରିବ ।- ଛାଇ କହିଲା । ଛାଇର ମୁହଁରେ ଟିକିଏ ହସ ଥିଲା ଭଳି ଲାଗିଲା ।
ମରଣର ଆର୍ତ୍ତନାଦ ସବୁକିଛି ଚିରି ଦେଉନି । ତୁମ ଚାରିପାଖେ କୁମ୍ଭାର ଘର ନିଆଁ ଜଳୁନି । ତୁମ ଘର ଭିତରକୁ ତୋପର ଗୋଳା କାନ୍ଥ ଭାଙ୍ଗି ପଶି ଆସୁନି...
ଘାତକ ପ୍ଲାଟୁନର ସବୁଠାରୁ କୌଶଳୀ ଯୋଦ୍ଧା ଶତ୍ରୁକୁ ନର୍କରେ ପହୁଁଚାଇ ନିଶ୍ୱାସ ନେବ । ଛାଇ ଅବିନାଶର ମୁହଁରେ ଅଭିନୀତ ହେଉଥିବା ଯୁଦ୍ଧକୁ ଦେଖିପାରୁଥିଲା ।
ଦେଖି ଛଳନା କରୁଥିଲ କି ତୁମେ ଏତେ କଠୋର କେମିତି ତ ହେଲ ମନ ମୋର ଭାଙ୍ଗିଗଲା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଗଲା ।
ଜହ୍ନ ତୁମ ଘର ଆଗରେ ଚାଲିକି ଆସିଛିି କେତେ ବେଳ ହେଲା ଚାଳ ଛୁଇଁଲାଣି ଦେଖି ନାହଁ କି ତୁମେ ଜହ୍ନ ଆସିବାର ବେଳ ହୋଇ ତ ଗଲାଣି ଆସିନ...
ଡର ନାହିଁ ତୁମେ ଛାଡ଼ି ଯିବି ନାହିଁ ତୁମକୁ ତ କେବେ ସାରା ଜୀବନ ସାଙ୍ଗେ ଚାଲୁଥିବି ।
ପୂର୍ବର ସୁରୁଜ ଉଅଁ ନାହିଁ ଆଉ ଆଜି ମୋଟେ ରହିଯାଅ ଯେଉଁଠି ତ ଅଛ ଅଟକି ଯାଅ ପାହାଡ଼ ପଛରେ ରାତି ତ ନପାହୁ ।
ତୁମ ଓଠରେ ଏତେ ଯେ ଜଳନ ଅନୁଭବ ମୁଁ କରୁଛି ନରମ, ମଧୁର ସେ ସ୍ପର୍ଶ ଉଷୁମ ଓଠ ତୁମ
ଜୀବନଟା ଏତେ ଛୋଟ କେହି ଜାଣି ବି ନାହାନ୍ତି କିଏ ଜାଣେ କାଲିର କାଥାକୁ ଆଜି ଆଉ କେବେ ଫେରି ଆସିବନି ।
ତାଜା ଫୁଲର ସୁବାସ ମହୁମାଛିକୁ ପାଗଳ ତ କରେ ଉଡିଆସେ ମହୁ ଚୋଷିବା ପାଇଁକି ତୁମ ରୂପର ସୁବାସ ପାଗଳ କରେ ମୋତେ ମହୁମାଛି ଭଳି ତୁମ ସୁଗନ୍ଧରେ
କେଉଁଠି ଲେଖିବି ତୁମର ନାମକୁ କାଗଜର ଲେଖା ଦିନେ ଲିଭି ଯିବ ଚିରିଯିବ ଖଣ୍ଡ ଖଣ୍ଡ ହୋଇ କିଛି ଦିନ ପରେ ଲେଖିବି ମୁଁ ମନ ସିଲଟରେ ତୁମର ନାମକୁ...
ତୁମ ଚାହାଣୀରେ ହୃଦୟ ମୋ ତରଳିତ ଗଲା କେତେ ଦିନର ବରଫ ପଡି ରହିଥିଲା
ତୁମେ ପାଖରେ ନଥିଲେ ମନ ମୋର ଭାଙ୍ଗିଯାଏ ଆଖି ତୁମକୁ ଖୋଜି ବୁଲୁଥାଏ
ତୁମେ ମୋ ଦୁନିଆକୁ ଚୋରାଇ ନେଇଛ ମନରେ ମୋ ଖୁସି ଭରିତ ଯାଇଛି ସବୁଠି ତୁମର ରୂପ
କେତେ ମୁଁ ଖୋଜିଲି ପାଉ ନଥିଲି କେଉଁଠି କେମିତି ତୁମେ ହଜିଗଲ ?
ଏତେ ଦିନ ପରେ ମୋତେ ନଜଣାଇ ପୂର୍ଣ୍ଣ ଚନ୍ଦ୍ର ତ ଆସିଛି ଅଜଣାରେ, ଗୁରୁଣ୍ଡି ଗୁରୁଣ୍ଡି ।
ଆକାଶରେ ଏତେ ଏତେ ତାରା ମିଞ୍ଜି ମିଞ୍ଜି କରୁତ ଥାଆନ୍ତି ଆଖି ମିଟି ମିଟି କରୁଛନ୍ତି ତ ସେମାନେ ରୋମାଞ୍ଚକୁ ତୁମ ନେଇଛନ୍ତି ତ ଚୋରାଇ ଅନୁଭବ କରେ ମୁଁ...
ପ୍ରିୟା ମୋର ତୁମର ବାହୁ ଅପେକ୍ଷା କରିକି ରହିଛି ଅଧର ତୁମ ପ୍ରତୀକ୍ଷା କରିକି ରହିଛି ତୁମ ଓଠର ମଧୁରେ ନିଜକୁ ମୁଁ ଭୁଲିଯାଏ ମଧୁପାନ କରି ଚାଲୁଥାଏ ।
ବାହୁରେ ଆସିଲେ ତୁମେ ହୃଦୟ ମୋ ଶାନ୍ତ ହୋଇଯାଏ ତୁମେ ନ ଆସିବା ଯାଏ ମନ ସମୁଦ୍ରରେ ତୋଫାନ ଉଠି ଚାଲୁଥାଏ ।
ଯୌବନ ସମ୍ଭାରରେ ତୁମେ ଉଛୁଳୁଛ ତୁମର ଲାଲ ଓଠରେ ପ୍ରେମର ମଧୁ ଭରିକି ରହିଛି ଜୁଆର ଭଳି ମାଡି ଯେ ଆସୁଛି ଛୁଇଁ ଯାଉଛି ମୋହର ଓଠକୁ କିଛି ବାଧା...
ଶୋଇ ପାରେ ନା ରାତିରେ ଛାତିରେ ତ ମୋର ପରଶ ତୁମ ଲାଗିକି ରହିଛି ଶିହରଣ ଖେଳିଯାଏ ତ ଦେହରେ ତୁମ ପରଶ କୁତୁ କୁତୁ କରେ ।
ତୁମର ମଧୁର କଥା କାନରେ ମୋର କହିତ ଚାଲୁଛି ତୁମର ନରମ ଚାହାଣୀ ହୃଦୟକୁ ମୋର ଛୁଇଁତ ଯାଉଛି କରୁଛ କି ତୁମେ ମୋତେ ପ୍ରେମ କୁହ ହୃଦୟରର ଗଭୀରରୁ...
ତୁମର ମଧୁର ପ୍ରେମ ପ୍ରତି ଅଙ୍ଗକୁ ମୋର କରେ ଯେ ଅବଶ
ମୋ ମନ ଆକାଶରେ ତୁମ ସୁନ୍ଦର ମୁହଁ ଭାସି ଆସୁଥାଏ ଦିଶେ ତୋଫା ଜହ୍ନ ଭଳି ସେମିତି କୋମଳ ମଧୁର ହସୁଥାଏ ମୋତେ ଦେଖିକରି ।
ହେ ମୋର ପ୍ରିୟା ଛାତକୁ ତିନି ଥର ଠକ ଠକ କର ଯଦି ଚାହଁ ମୋତେ ଦୁଇଥର ପାଇପକୁ ଠକ ଠକ କର ଯଦି ତୁମ ଉତ୍ତର ନାହିଁରେ ହେ...
ଉଡ଼ିବୁଲୁଥାନ୍ତି ଧଳାପକ୍ଷୀମାନେ ତା'ର ଚାରିପଟେ ଧାଇଯାଆନ୍ତି ଛୋଟମାଛମାନେ ପାଦ ଯାଏ ତା'ର
ଚାଲି ଯାଅ ଯଦି ଦୂରକୁ ତ ତୁମେ ପାଖରେ କେହିତ ନଥିବେ ତୁମର ହସ ମନେ ପଡିଯାଏ କାନ ପାଖରେ କୁହ ତୁମେ କେହି ଦେଖନ୍ତିନି ।
କ'ଣ ଭାବୁଛ ତୁମେ ମୋ ଯୋଜନା ଉପରେ ସୁଖୀ ରଖିବି ତୁମକୁ, ବିଶ୍ୱାସ କର ମୋତେ
କୁହ ତୁମେ କାହିଁକି ଏହା କିଛି ନୁହେଁ, ଯନ୍ତ୍ରଣା ସାମାନ୍ୟ ହୃଦୟରେ କୁହ ତୁମେ କାହିଁକି ଏହା କିଛି ନୁହେଁ, ସାମାନ୍ୟ ଭୁଲ ଏକ କୁହ ତୁମେ କାହିଁକି, ତୁମ...
ଯଦି ତୁମେ ବିଦାୟ ତ କୁହ ଜାଣେ ମୁଁ, ଆଖିରୁ ମୋ ଲୁହ ଝରିଯିବ ହୁଏତ ମରି ଯାଇପାରେ କାରଣ ମୋର ହୃଦୟଟା କାଠର ତ ନୁହେଁ ମୋ ପ୍ରେମରେ...
ସେ କହିଥିଲେ, ପୁଅ ତୁମେ ଏକ ଅବିବାହିତ ତରୁଣ ଆଉ ରୁହ ଏହିପରି ପୁଅ,ରହିବ ହୋଇ ଏକ ଅବିବାହିତ ତରୁଣ ଜୀବନର ଶେଷ ଦିନ ଯାଏଁ ।
ତୁମେ ନଥାଅ ପାଖରେ ବାରଣ ନଥାଏ ତ କିଛି କିଏ ମୋତେ ମନା ତ କରିବ କାନରେ କାହା କଥା ପଶିବନି ତୁମ ବିନା ସବୁ କିଛି ଲାଗେ ମୂଲ୍ୟହୀନ...
ଆପଣଙ୍କ ମତାମତ