ପିଲା ଦି'ଜଣ ସମ୍ଭ୍ରାନ୍ତ ପରିବାରର ଜଣା ପଡୁଥିଲେ ହେଁ ଏ ବୟସରେ ପୁଣି ରେଳ ଷ୍ଟେସନ୍ରେ ଫୁଲ ବିକ୍ରୟ କରିବା ଦେଖି ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା
ଗୀତା ଭାଗବତ ବେଦାନ୍ତ ପୂରାଣ ଆୟୁର୍ବେଦ ଏଠୁ ଜାତ, ଏହିଠାରେ ଜନ୍ମ ମଧୁସୂଦନ, ସୁବାଷ ଚାଣକ୍ୟ ବ୍ୟାସ ସୁଶ୍ରୁତ ।
ପୁଅ ! ଧନ୍ୟ ତୋ ମଣିଷ ପଣିଆ, ଅନ୍ୟ କେହି ହୋଇଥିଲେ ଖେଳି ଖେଳି ଚଟିଆ ଛୁଆଟିକୁ ମାରି ଦେଇଥାନ୍ତେ । ତୁ ତାକୁ ବଞ୍ଚାଇ ରଖିଛୁ ।
ବସୁମତୀ ଠାରୁ ସହନଶୀଳତା ସୂର୍ଯ୍ୟଠାରୁ ତତ୍ପରତା, ଗୁରୁଜନଠାରୁ ନାରିକେଳ ଗୁଣ, ବୃକ୍ଷଠାରୁ ଉପକାରିତା ।
ନୟନୁ ଝରିଲେ ଅଶ୍ରୁ ତା'ର ନାମ ପାଟିରୁ ଗଡ଼ିଲେ ଲାଳ, ଶୌଚ କରିଦେଲେ ହୁଅଇ ଆବିଳ ଦେହରୁ ବହିଲେ ଝାଳ ।
ତୁ ଯଦି ସେତେ ବେଳେ ମୋ କାନକୁ ଧରି ଦି ଚାପୁଡ଼ା ଲାଖାଏଁ ଦେଇଥାନ୍ତୁ ତୋତେ ଆଜି ଏ ଦିନ ଦେଖିବାକୁ ପଡ଼ି ନ ଥାନ୍ତା ।
ପିଲାଟିର ଗୋଡ଼ କାଦୁଅରେ ଖସିଗଲା ଓ ସେ ପଡ଼ିଗଲା । ତାର ପିନ୍ଧିଥିବା ବସ୍ତ୍ର ପାଣି କାଦୁଅରେ ସରସର ହୋଇଗଲା ।
ଛୋଟ ବୀଜଟିଏ ଅଙ୍କୁରିତ ହୋଇ ହୋଇଥାଏ ମହାଦ୍ରୁମ ଛୋଟ ଜୀବଟିଏ ପିମ୍ପୁଡ଼ି ପାଇଁକି ହାତୀ ଭାବିଥାଏ ଯମ ।
ଅଭିଭାବକ ଜଣକ ସେଭଳି କଥା ଆଦୌ ଚିନ୍ତା କରି ନ ଥିଲେ । ବୁଝିମଧ୍ୟ ପାରିଲେ ନାହିଁ । ଆଶ୍ଚର୍ଯ୍ୟ ହୋଇ ପଚାରିଲେ
ଦରକାର ବେଳେ ନ ପାଇ ଜିନିଷ ରାଗେ ହେବ ତମତମ , ଫିଙ୍ଗା ଫୋପଡ଼ା ଭଙ୍ଗା ରୁଜା କରି ଦ୍ରବ୍ୟ କ୍ଷତି ହେବ ତୁମ ।
ପୁଣି ଟଙ୍କାଗୁଡିକ ଅନ୍ଲାଇନ୍ ମାଧ୍ୟମରେ କଟିଛି । ସେ ତ ଏଇ ଆଠ ଦିନ ମଧ୍ୟରେ କିଛି କରି ନାହାନ୍ତି, ତା ହେଲେ କାମଟା କଲା କିଏ ?
ଗାଆଁକୁ ସୁନ୍ଦର ବାଡ଼ି ଓ ବଗିଚା ଘରେ ଘରେ ଗାଈ ଛେଳି , ପିଲାଙ୍କୁ ସୁନ୍ଦର ଖେଳୁଥିଲେ ଖେଳ ହାତେ ମିଠା କରତାଳି ।
ସ୍ନାନାଦି କର୍ମ ଜୀବନ ଜୀବିକା ବିଦ୍ୟୁତ ଦେଉଛି ଏହା, ଜ୍ଞାନ ବିଜ୍ଞାନ ସଭ୍ୟତା ପ୍ରଗତି ସବୁରି ମୂଳରେ ହିଁ ତାହା ।
ଜଗବନ୍ଧୁ ବାବୁ ଖୋଜି ଖୋଜି ଜଗନ୍ନାଥ ମନ୍ଦିର ପଟକୁ ଯିବା ବେଳେ ଅନ୍ଧାରରେ ରାଜୁକୁ ବସିଥିବା ଦେଖିଲେ । ତାକୁ କିଛି କହିଲେ ନାହିଁ ।
ପୁଅ ମୁଁ ତୋତେ ପୁଅ ରୂପେ ପାଇ ଧନ୍ୟ ହୋଇଛି " ମାଆଙ୍କ ଆଖି ଖୁସିରେ ଛଳଛଳ ହୋଇଗଲା
କେହି ନୁହେଁ ସାନ କେହି ନୁହେଁ ଘୃଣ୍ୟ ସଭିଏଁ ଆମର ଭାଇ , ସମସ୍ତଙ୍କ ହାତେ ବାନ୍ଧିଦେବା ରାକ୍ଷୀ ଭେଦାଭେଦ ଭୁଲି ଯାଇ ।
ହିନ୍ଦୁ ମୁସ୍ଲିମ୍ ଜୈନ ଆଉ ବୁଦ୍ଧ ତା' ସାଙ୍ଗକୁ ଖ୍ରୀଷ୍ଟିୟାନ, ହିନ୍ଦୁ ଏଠି ଜନ ବହୁଳ ହେଲେ ବି ଉଦାର ତାର ଜୀବନ ।
ଏତେବେଳ ଯାଏ ପାଖରେ ବାଦାମ ବିକୁଥିବା ଗରିବ ପିଲାଟିଏ ଏ ସବୁ ଦେଖୁଥାଏ ।
ଅନ୍ନଦାତା ଭାଇ ହଳବଳ ଧରି ଲାଗିଯାଏ ତା'ର କାମେ କି ଖରା ବରଷା ଦିବା ଓ ନିଶିରେ ବୁଝି ଦେଶର ଧରମେ ।
ନୀଲୁ ଭାବୁଥିଲା ସେ ଭଳି କିଛି ମହତ କାମ କରିବାକୁ, ଯେଉଁଠି ଜୀବନରେ ଶାନ୍ତି ମିଳିବ
ସାର୍ ! ଆମେ ଗରିବ ହୋଇପାରୁ, କିନ୍ତୁ ଲୋଭୀ ନୋହୁଁ ।
ଶୀତବସ୍ତ୍ର ମଧ୍ୟେ ଛୋଟ କରି ଦିନ ବଢ଼ିଯାଇଥାଏ ରାତି, ସକାଳେ ସନ୍ଧ୍ୟାରେ କି ଧନୀ ଗରିବ ସେ କି ହୋଇଥାନ୍ତି ତାତି,
ସେ ଅନ୍ଧ ଲୋକଟିକୁ ସାହାଯ୍ୟ କରିବାକୁ ଯାଇ ଏତେ କଷ୍ଟ ପାଇଲୁ । ସେ କିଛି ହୋଇନି । ଯାଆ । ଦେଖିବୁ ସେ କେତେ ଆରାମରେ ବାରଣ୍ଡାରେ ଭଜନ...
ଆଧ୍ୟାତ୍ମିକ ଶକ୍ତି ବିଦ୍ୟୁତ ଚୁମ୍ୱକ ଆପେ ଲୋକେ ପାଇଥାନ୍ତି, ନିରାମିଶ ଖାଦ୍ୟ ଶାନ୍ତ ଆଚରଣ ଦେହେ ଶକ୍ତି ଭରିଥାନ୍ତି ।
ଆଦ୍ୟାଶକ୍ତି ମାଁ ଦୂରୁଗାଙ୍କୁ ଲୋକେ ମାନନ୍ତି ପବିତ୍ର ମନେ, ମହିଷାସୁର ଓ ଦୁଷ୍ଟ ଦଶାନନ ମରିଥିଲେ ଏହି ଦିନେ ।
ଚାଷ କାମ ଯାହାର କେଡେ ସୁଖ ତାହାର । ମୁଁ ତ ଆଗେ ପାଠ ପଢ଼ି ପଛରେ କିଛି କରିବାକୁ ଚାହୁଁଥିଲି । ମାତ୍ର ମୋ କଥା ନ ରହିବାରୁ...
ନୂଆଁଖାଇଠାରୁ ବାସି ତିଆସି ତା'ପର ପରର ଦିନ, ବଳିଯାଇଥିବା ଖାଦ୍ୟ ଆକଣ୍ଠ ଖାଇଥାଏ ରାତିଦିନ ।
ପୁଅ ! ତୁ କାହିଁକି ଏମିତି କାନ୍ଦୁଛୁ ? ଆଗରୁ ତ ବହୁତ ବଢ଼ିଆ । ସ୍କୁଲ୍କୁ ଆସୁଥିଲୁ । ଏବେ କ'ଣ ହେଲା ? କିଏ ମାରିଲା ?...
ରାସ୍ତାଘାଟ ସବୁ କରୁ କାଦୁଅ, କାମେ ଲାଗିଯାଏ ଚାଷୀର ପୁଅ ।
ଲମ୍ୱା ଲମ୍ୱା ଗୋଡ଼ ଆଠ କି ଦଶ, ଡେଣା ଦୁଇଟିରେ ଲଙ୍ଘେ ଆକାଶ ।
ସ୍ୱାଇଁବାବୁ କାହ୍ନାକୁ ଧରି ତା' ଗାଲରେ ଚାରି ଛଅ ଥାପୁଡ଼ା ଖୁବ୍ ଜୋର୍ରେ ଲଦି ଦେଲେ ।
ତା' ରୁମ୍ରେ ସକାଳୁ ଲାପ୍ଟପ୍ଟା ଧରି ବସିଛି । ମନା କରିବାରୁ କବାଟ କିଳି ଦେଲା । ବସିକି ଖେଳୁଥିବ ।
ପରିଶ୍ରମ ବିନା ଉତ୍ତର ଜୀବନ ଦୁର୍ବିସହ ଆଉ କଷ୍ଟ ଦେହ ଆଉ ମନ ରୋଗଗ୍ରସ୍ତ ହୋଇ ଆପେ ହୋଇଥାଏ ନଷ୍ଟ !
ଚଳିତ ଦଶମ ବୋର୍ଡରେ ଚାରୋଟି ବିଷୟରେ ଫେଲ୍ ହୋଇ ୨୨ ପ୍ରତିଶତ ନମ୍ୱର ରଖିଛି । ସେଥିପାଇଁ ମୁଁ ଖୁବ୍ ଗର୍ବିତ । ତା' ବିଫଳତା ପାଇଁ ତାକୁ ଅଭିନନ୍ଦନ...
ମାଆ ଆପଣଙ୍କୁ ହେଲ୍ମେଟ୍ ପିନ୍ଧି ଯିବାକୁ କହିବାରୁ ବିରକ୍ତ ହେଲେ । ମୁଁ କିନ୍ତୁ ଘରୁ ହେଲ୍ମେଟ୍ ନେଇ ଦୌଡ଼ି ଯାଇ ଆପଣଙ୍କୁ ଧରାଇ ଦେଲି ।
ବିଦ୍ୟାଳୟକୁ ଟଙ୍କା ପଇସା, ସୁନା ଭଳି ମୂଲ୍ୟବାନ ପଦାର୍ଥ ନ ଆଣିବାକୁ ବୁଝାଇଲେ ।
ବାପା ଠିକ୍ କହୁଛନ୍ତି । ଆମ ଘରେ ତ ପଢ଼ିବାକୁ ଭଲ ଜାଗା ଅଛି ଏ.ସି. ଲାଗିଛି । ଏଠି ଅଯଥାରେ କାହିଁକି ପଡ଼ି ରହିଛୁ ?
କଳ କାରଖାନା ସକଳ ଜଳ ଯୋଗୁଁ ଚଳଇ, ଏହାର ବିହୁନେ ଜୀବନ ଅସମ୍ଭବ ଅଟଇ ।
ତା' ଡାଳେ କୋରଡେ଼ ନିଅନ୍ତି ଆଶ୍ରୟ କେତେ ପକ୍ଷୀ ସରୀସୃପ, ଫୁଲ ଫଳ ମଧ୍ୟେ ଘୂରି ବୁଲୁଥାନ୍ତି ଶୁଆ ଗୁଣ୍ଡୁଚି ମଧୁପ ।
ବଣ ବୁଦା ଡାଳେ ଗୁପତେ କୋଇଲି ଡାକିଥାଏ କୁହୁତାନେ, ସୋରିଷ ଫୁଲର ଲହଡ଼ି ମଧ୍ୟରେ ଭାସେ କୃଷକ ସପନେ ।
ଜିତୁ ଫେରି ଆସୁଥିବା ଦେଖି ଶିକ୍ଷକ ଏକ ପଳାଶ ବୁଦା ଉହାଡ଼ରେ ଲୁଚି ଗଲେ । ଜିତୁ କିନ୍ତୁ ଏକଥା ଜାଣି ପାରିଲା ନାହିଁ ।
ଅନୁସନ୍ଧାନ କରିବାକୁ ଅର୍ଜୁନର ଶ୍ରେଣୀ କୋଠରୀକୁ ପଶିଲେ । ଗଲାବେଳେ ସୋମ୍, ଲିପୁନ୍ ଓ ସତ୍ୟମ୍ ଝରକା ପାଖରେ ଠିଆ ହୋଇଥାନ୍ତି ।
ମାଆଙ୍କ ରାଗ ଦେଖି ଟିକିନା କିଛି ନ କହି ଯିବାକୁ ପ୍ରସ୍ତୁତ ହେଲା ।
ଦୁଃଖ ଅଛି ବୋଲି ସୁଖ ଅନୁଭବ କରିଥାଉ ଏ ଜୀବନେ, ଅସାବଧାନରେ ବିପଦ ବରି କି ଚଳିଥାଉ ସାବଧାନେ !
ବିଜୟେ ବିଭୋର ପରାଜୟେ ହେବ ଉଚିତ୍ ନୁହେଁ ଅଧୀର, ଆଜିଅଛି ଯାହା ଥିଲା ତ କାହାର କାଲିକି ହେବ ଅନ୍ୟର ।
ପୋଡ଼ି ଖାଇବାକୁ ଇଚ୍ଛା ହେଲା । ଡାଳ କିଛି ଉପାଡ଼ି ଆଣି ଖୁଣ୍ଟ ପାଖରେ ରଖିଲା ।
ଲାଳନ ପାଳନେ କେତେ କଷ୍ଟ ସହି କରେ ଏଡୁଟିରୁ ଏଡ଼େ, ରୋଗ ବଇରାଗେ ଅହର୍ନିଶ ଜଗେ ଛାଡ଼ି କାମ ସବୁଆଡ଼େ ।
ତା' ପରଦିନ ସାତଦିନ ହେଉଥିବାରୁ ରୁବି ସହ ତା' ବାପା ମା' ପୁଣି ଭୁବନେଶ୍ୱର ଯିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥାନ୍ତି
ଅଗ୍ରଭାଗେ ଥିବା ବ୍ୟକ୍ତିକୁ ଦେଖି ଯେ ନ ଥକି କରେ ଧାବନ, ଲକ୍ଷ୍ୟପଥକୁ ପ୍ରାପ୍ତ କରି ସେ ଲଭେ ବହୁତ ସମ୍ମାନ ।
ପରିବେଶ ରକ୍ଷା କାମ ଆମର, କର୍ତ୍ତବ୍ୟ ଆମର ସଫା ସୁତର ।
ତାଙ୍କ ବ୍ୟାଗ୍ଟା ଛିଟିକି ହୋଇ ସାଇଡ୍ରେ ପଡ଼ିଥାଏ । ଜଣେ ପାଣି ପିଆଇବାର ବାହାନାରେ ପାଣି ପିଆଇଲା । ବ୍ୟାଗ୍ରୁ ପଇସା ପତ୍ର, ପିଲାଙ୍କ ପୋଷାକ, ବିସ୍କୁଟ୍ ଆଦି ଧରି...
ଆପଣଙ୍କ ମତାମତ